ନୂଆଦିଲ୍ଲୀ: କାମଧନ୍ଦା ଲାଗିପରିବାର ଠାରୁ ଦୂରରେ ରହିଥିବାଲୋକମାନେ ପୂଜା ସମୟରେଘରକୁ ଫେରିଥାନ୍ତି । ଏବେ ଉତ୍ସବଋତୁ ଚାଲିଥିବା ବେଳେ ବିମାନଟିକଟ ଦାମ୍ରେ ୪୪ ପ୍ରତିଶତବୃଦ୍ଧି ପାଇଛି । ଦିଲ୍ଲୀ-ମୁମ୍ବାଇରୁଟ୍ରେ ବିମାନ ଟିକଟ ଦାମ୍୮,୭୮୮ ଟଙ୍କାକୁ ବୃଦ୍ଧି ପାଇଛି ।ବେଙ୍ଗାଲୁରୁ-କୋଲକାତା ରୁଟ୍ରେବିମାନ ଭଡ଼ା ୧୦,୧୯୫ ଟଙ୍କାହୋଇଛି । ନଭେମ୍ବର ୧୨ରେଭୁବନେଶ୍ୱର-ଦିଲ୍ଲୀ ବିମାନ ଭଡ଼ା୬,୩୨୬ ଟଙ୍କା ଥିବା ବେଳେଭୁବନେଶ୍ୱର-ମମ୍ବାଇ ରୁଟ୍ରେଭଡ଼ା ୬,୬୩୭ ଟଙ୍କା ରହିଛି