ନୂଆଦିଲ୍ଲୀ, 14 ଡିସେମ୍ବର – ମହାରାଷ୍ଟ୍ର ଓ କର୍ଣାଟକ ସୀମା ବିବାଦ ମଧ୍ୟରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କର୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ସହ ଆଲୋଚନା କରିବେ ।