ଅମାଲା ପାଲ୍ଙ୍କୁ ଜନ୍ମଦିନରେ ମିଳିଲା ସରପ୍ରାଇଜ୍

ମୁମ୍ବାଇ, ୨୭ା୧୦: ସାଇଥ୍ ଫିଲ୍ମଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଅମାଲା ପାଲ୍ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫକୁଏଞ୍ଜୟେ କରୁଛନ୍ତି । ଏହାସହ ଗୁରୁବାରସେ ଜନ୍ମଦିନ ବହୁତ ଧୁମଧାମରେପାଳନ କରିଛନ୍ତି । କିନ୍ତୁ ଅମାଲା ଗତକିଛି ବର୍ଷ ହେବ କୌଣସି ନା କୌଣସିକଥାକୁ ନେଇ ଲାଇମ୍ ଲାଇଟରେରହିଛନ୍ତି । ତେବେ ଯଦି ତାଙ୍କ ବିବାହକଥା କହିବା ତାହେଲେ ଅମାଲା ନିଜବୈବାହିକ ଜୀବନରେ ଅଧିକ ଦିନରହିପାରିନଥିଲେ ଓ ଏଥିପାଇଁ ମଧ୍ୟ ସେଚର୍ଚ୍ଚାରେ ଆସିଥିଲେ । ହେଲେ ଏବେଲାଗୁଛି ଯେ ଅଭିନେତ୍ରୀଙ୍କ ଜୀବନରେଖୁସି ଆସିବା ପାଇଁ ଯାଉଛି । ଅଭିନେତ୍ରୀଙ୍କୁତାଙ୍କ ଜନ୍ମଦିନ ମଉକାରେ ତାଙ୍କବୟଫ୍ରେଣ୍ଡ ଜଗତ ଦେସାଇ ପ୍ରପୋଜକରିଛନ୍ତି । ତେବେ ପ୍ରପୋଜ କରୁଥିବାସମୟର ଏକ ସୁନ୍ଦର ଭିଡିଓ ସୋସିଆଲମିଡିଆରେ ଭାଇରାଲ ହେଉଛି । ଏହାସହଏହି ଭିଡିଓଟିକୁ ଅମାଲା ଓ ଜଗତ ତାଙ୍କସୋସିଆଲ ମିଡିଆ ପେଜରେ ସେୟାରକରିଛନ୍ତି । ତେବେ ଆପଣମାନେ ସେହିଭିଡିଓରେ ଦେଖିପାରିବେ ଯେ କିପରିଭାବେ ଏହି ଯୋଡି ଜନ୍ମଦିନ ବହୁତଧୁମଧାମରେ ପାଳନ କରିଛନ୍ତି ।ଯେଉଁଥିରେ ଅମାଲ ଅତ୍ୟନ୍ତ ଖୁସି ଅଛନ୍ତି ।ତେବେ ଯଦି ତାଙ୍କ ଡ୍ରେସ୍ ଦେଖିବାତାହେଲେ ଅମାଲା ପିଙ୍କ୍ କଲରରଗାଉନରେ ବହୁତ ହିଁ ସୁନ୍ଦର ଲାଗୁଛନ୍ତି ଓନିଜ ଜନ୍ମ ଦିନ ପାଳନ କରୁଛନ୍ତି । ହେଲେଏହି ମଉକାରେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁପ୍ରପୋଜ କରିବା ସହ ରିଙ୍ଗ୍ ପିନ୍ଧଉଥିବାରଭିଡିଓରେ ଦେଖିବାକୁ ମିଳିଛି । ଭିଡିଓଟିରେଦେଖିବା ପାଇଁ ମିଳିଛି ଯେ ଅମାଲା ଏହାଦେଖି ପ୍ରଥମେ ସର୍ପ୍ରାଇଜ୍ ହୋଇଯାଉଛନ୍ତିଓ ତାପରେ ସେ ଖୁସିରେ ହଁ ମଧ୍ୟକହୁଛନ୍ତି । ତେବେ ଅମାଲାଙ୍କ ଫ୍ୟାନ୍ସଙ୍କପାଇଁ ଏହା ଏକ ବହୁତ ହିଁ ବଡ ଖୁସିଖବର ହୋଇଛି । ଏହା ସବୁ ଦେଖିଲାଗୁଛି ଯେ, ଅଭିନେତ୍ରୀ ଖୁବ୍ ଶୀଘ୍ରବିବାହ ବନ୍ଧନରେ ମଧ୍ୟ ବାନ୍ଧିହୋଇପାରନ୍ତି । ଭିଡିଓଇକ୍ୟାପସନରେ ଜଗତ ଲେଖିଛନ୍ତି ଯେମେରୀ ଜିପ୍ସୀ କୁଇନ୍ ନେ ହାଁ କେହେଦିୟା । “ହାପି ବ୍ରର୍ଥଡେ ମାଇଁ ଲଭ’ ।ଏହାସହ ସେ କ୍ୟାପସନରେହ୍ୟାସଟ୍ୟାଗ ବିବାହ ମଧ୍ୟ ଲେଖିଛନ୍ତି ।

#Amala #Herone #Suerprise #DumaniTv