ୱାଶିଂଟନ୍: ଆମେରିକାରେ ଦୁଇଭାରତୀୟଙ୍କୁ ସମ୍ମାନିତକରାଯାଇଛି । ବିଜ୍ଞାନ ଏବଂପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କରଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ
ପ୍ରଦାନ କରାଯାଇଛି ।ଆମେରିକାର ରାଷ୍ଟ୍ରପତି ଜୋବାଇଡେନ ତାଙ୍କୁ ସମ୍ମାନିତକରିଛନ୍ତି । ଏହି ଦୁଇ ବୈଜ୍ଞାନିକହେଲେ ଅଶୋକ ଗଡଗିଲ ଏବଂ
ସୁବ୍ରା ସୁରେଶ । ଦେଶର ଉନ୍ନତିପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟଅବଦାନ ରଖିଥିବା ଅନେକଆମେରିକୀୟଙ୍କୁ ନ୍ୟାଶନାଲ
ମେଡାଲ ଅଫ ସାଇନ୍ସ ଏବଂନ୍ୟାସନାଲ ମେଡାଲ ଅଫଟେକ୍ନୋଲୋଜି ଆଣ୍ଡ ଇନୋଭେସନସମ୍ମାନିତ କରିଛି ବୋଲି ହ୍ୱାଇଟହାଉସ କହିଛି । ଅଶୋକ ଗଡଗିଲ
ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି ।ବିକାଶଶୀଳ ଦେଶଗୁଡିକ ସମ୍ମୁଖୀନହେଉଥିବା ସମସ୍ୟାଗୁଡିକ ଉପରେସେ ଅଧ୍ୟୟନ କରି ସେଗୁଡ଼ିକଉପରେ କାର୍ଯ୍ୟ କରିଛନ୍ତି । ପାନୀୟଜଳ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେତାଙ୍କର ଅବଦାନ ଅତୁଳନୀୟ ।ସେହିପରିନ୍ୟାସନାଲ ସାଇନ୍ସଫାଉଣ୍ଡେସନର ପୂର୍ବତନ ମୁଖ୍ୟ ସୁବ୍ରସୁରେଶ ବ୍ରାଉନ ୟୁନିଭରସିଟିର
ସ୍କୁଲ ଅଫ ଇଞ୍ଜିନିୟରିଂରପ୍ରଫେସର । ସେ ବିଜ୍ଞାନରଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେଗବେଷଣା କରିଛନ୍ତି । ଉଭୟଜୀବନ ରକ୍ଷାକାରୀ ପ୍ରଣାଳୀ ଓଖାଦ୍ୟ ନିରାପତ୍ତା ଉପରେଗବେଷଣା କରିଛନ୍ତି । ବିଜ୍ଞାନକ୍ଷେତ୍ରରେ ତାଙ୍କର ଅବଦାନହେତୁ ଉଭୟଙ୍କୁ ଆମେରିକାରସମ୍ମାନ ପ୍ରଦାନ କରାଯାଇଛି ।