ଇଂଲଣ୍ଡ ବିପକ୍ଷ ଟେଷ୍ଟ ରେ ଋଷଭ ପନ୍ତଙ୍କ ଦମଦାର ଶତକ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଋଷଭ ପନ୍ତ ବ୍ୟାଟିଂ ଜରୀଆରେ ଦମଦାର ପ୍ରଦର୍ଶନ ଦେଖାଇଛନ୍ତି । ସେ ନିଜର ବୟାଟ୍ ବଳରେ ୧୪୭ ରନ୍ କରିଥିଲେ । ୧୧୧ ଟି ବଲ୍ ଖେଳି ୧୪୭ ରନ୍ କରିଥିବା ବେଳେ ସେଥି ମଧ୍ୟରୁ ୨୦ ଚଉକା ଏବଂ ୪ ଟି ଛକା ଲଗାଇଥିଲେ । ତେବେ ପନ୍ତ ଶତକ ଲଗାଇ ଅ>କେ ରେକର୍ଡ ଭାଙ୍ଗିଛନ୍ତି । ଋଷଭ ପନ୍ତ ସହିତ ରବିନ୍ଦ୍ର ଜଡେଜା ମଧ୍ୟ ଥିଲେ । ଉଭୟଙ୍କର ପାର୍ଟନରସିପ୍ ରେ ଉଭୟେ ୨୨୨ ରନ୍ କରିପାରି ଥିଲେ । ଯାହାଫ ଳରେ ମ୍ୟାଚର ପ୍ରଥମ ଦିନରେ ଭାରତ ୩୩୮ ରନ୍ ସଂଗ୍ରହ କରିପାରିଥିଲା । ବର୍ତମାନ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସାମୀ ପଡିଆରେ ଅଛନ୍ତି ।