ଇଜିପ୍ଟ ଖୋଲିଲା ଗାଜା ସୀମା, ପାଲେଷ୍ଟାଇନ୍ବାସୀଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ଔଷଧ

ଇସ୍ରାଏଲ: ହମାସ୍ ଯୁଦ୍ଧ ମଧ୍ୟରେଗାଜାରେ ରହୁଥିବାପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟଶେଷରେ ଖୋଲିଛି ନିଜର ସୀମା ।ଇଜି ଗାଜା ସୀମା ଖୋଲିବା ମାତ୍ରେ
ପାଲେଷ୍ଟାଇନ ନାଗରିକମାନଙ୍କପାଖରେ ଖାଦ୍ୟ ଓ ଔଷଧ ଭଳିଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାଆରମ୍ଭ ହୋଇଛି । ଏହା ଦ୍ୱାରା ଯୁଦ୍ଧପୀଡିତଙ୍କୁ ବଡ଼ ଆଶ୍ୱସ୍ତି ମିଳିବ ବୋଲିଆଶା କରାଯାଉଛି । ମିଳିତଜାତିସଂଘ, ଆମେରିକା ଏବଂ ଭାରତସମେତ ଅନେକ ଦେଶ ତରଫରୁପାଲେଷ୍ଟାଇନ ନାଗରିକଙ୍କ ପାଇଁ
ରିଲିଫ ସାମଗ୍ରୀ ପଠାଯାଇଛି । କିନ୍ତୁଗାଜାରେ ପ୍ରବେଶ କରିବାର ରାସ୍ତାନ ମିଳିବାରୁ ଶହ ଶହ ଟ୍ରକ ସୀମାରେଅଟକି ରହିଥିଲା । ବର୍ତ୍ତମାନ ଇଜି
ମାନବିକତା ଦୃଷ୍ଟିରୁ ଗାଜା ସୀମାଖୋଲି ଦେଇଛି । ସୂଚନା ଅନୁସାରେ,ଇଜି ଏବଂ ଗାଜା ସୀମା ଶନିବାରଖୋଲା ଯାଇଛି, ଯାହାପରେଇସ୍ରାଏଲ ଘେରାଉ କରିଥିବାଅଞ୍ଚଳରେ ଖାଦ୍ୟ, ଔଷଧ ଏବଂ ଜଳଅଭାବରେ ଜୁଝି ହେଉଥିବାପାଲେଷ୍ଟାଇନବାସୀଙ୍କୁ ସହାୟତାଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି ।କହି ରଖୁଛୁ ଯେ ଗାଜା ଯିବା ପାଇଁ୨୦୦ରୁ ଅଧିକ ଟ୍ରକ୍ ପାଖାପାଖି୩,୦୦୦ ଟନ୍ ସହାୟତା ସାମଗ୍ରୀଧରି ଅନେକ ଦିନ ଧରି ସୀମାରେଅପେକ୍ଷା କରି ରହିଥିଲେ । ଗାଜା
ଉପରେ ହୋଇଥିବା ଆକ୍ରମଣ ଯୋଗୁଲୋକମାନେ ଭୋକ, ଶୋଷ ଏବଂଔଷଧ ପାଇଁ ଡହଳବିକଳ ହେଉଛନ୍ତି ।ଖାଦ୍ୟ, ପାନୀୟ ଜଳାଭାବ ସହ
ସଂଘର୍ଷ କରୁଥିବା ଗାଜାର ଅନେକଲୋକ ସାହାଯ୍ୟକୁ ଅପେକ୍ଷା କରିରହିଛନ୍ତି । ଯୁଦ୍ଧ ମଧ୍ୟରେ ଶହ ଶହବିଦେଶୀ ନାଗରିକ ମଧ୍ୟ ଗାଜାରୁ ଇଜିଯିବା ପାଇଁ ସୀମା ଖୋଲିବାକୁ

#DumaniTv #Ispat #dumaniKhabar