ଗୋଆରେ ନଭେମ୍ବର 20ରୁ 28 ଯାଏ 53 ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ

ନୂଆଦିଲ୍ଲୀ, 14 ନଭେମ୍ବର – ଗୋଆରେ ନଭେମ୍ବର 20ରୁ 28 ଯାଏ ଆୟୋଜିତ ହେବାକୁ ଥିବା 53 ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବକୁ ନେଇ ରାଷ୍ଟ୍ରୀୟ ମିଡିଆ କେନ୍ଦ୍ର ନୂଆଦିଲ୍ଲୀ ଠାରେ ଏକ କର୍ଟନ ରେଜର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ ।