ଗ୍ରାହକଙ୍କ ଉତ୍ତମ ସେବାରେ “ରିଲାଏନ୍ସ ଏସବିଆଇ କାର୍ଡ’

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ରିଲାଏନ୍ସ ରିଟେଲ ଏବଂଏସବିଆଇ କାର୍ଡ ପକ୍ଷରୁ ମିଳିତ ଭାବେ “ରିଲାଏନ୍ସ ଏସ୍ବିଆଇକାର୍ଡ’ କ୍ରେଡିଟ୍ କାର୍ଡ ଲଞ୍ଚ ହେବାକୁ
ଯାଉଛି । ଏହି କାର୍ଡଧାରୀମାନେ ଫ୍ୟାଶନ୍, ଲାଇଫ୍ ଷ୍ଟାଇଲ୍, ଗ୍ରୋସେରୀ, ଫାର୍ମା, ଫର୍ନିଚର,ଗହଣା ଆଦି କିଣାକିଣି ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ
ଉପଯୋଗ କରି ଲାଭାନ୍ୱିତ ହୋଇପାରିବେ । ତେବେ ଉଭୟ ଏସବିଆଇ କାର୍ଡ ଓ ରିଲାଏନ୍ସ ସହଭାଗିତାରେ ରିଲାଏନ୍ସ ଏସ୍ବିଆଇ କାର୍ଡ ଓ ରିଲାଏନ୍ସ କାର୍ଡ
ପ୍ରାଇମ୍ ପୃଥକ୍ ପୃଥକ୍ ଭାବେ ପ୍ରସ୍ତୁତ ସତର୍କତା ସଚେତନତା ସପ୍ତାହରେ ଶପଥ ନେଲେ ପିଏନ୍ବି କର୍ମଚାରୀ କରାଯାଇଛି । ଏ ଅବସରରେ
ରିଲାଏନ୍ସ ରିଟେଲ ଲିମିଟେଡ୍ର ନିଦେ୍ର୍ଦଶକ ଭି. ସୁବ୍ରମନିୟମ କହିଛନ୍ତି, ଶପିଂ କ୍ଷେତ୍ରରେ ଗ୍ରାହକଙ୍କୁ ସ୍ୱତନ୍ତ୍ର ଅନୁଭୂତି ଦେବା ପାଇଁ ରିଲାଏନ୍ସ ରିଟେଲ ସର୍ବଦା
ପ୍ରୟାସ କରି ଆସିଥାଏ । ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ ପାଇଁ ଏହି କାର୍ଡ ମାଧ୍ୟମରେ ରିଲାଏନ୍ସ ରିଟେଲ ଆଉ ପାଦେ ଆଗେଇଥିବା ସୁବ୍ରମନିୟମ୍ କହିଛନ୍ତି । ସେହିପରି
ଏସ୍ବିଆଇ କାର୍ଡର ପରିଚାଳନା ନିଦେ୍ର୍ଦଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଜିତ ଚକ୍ରବର୍ତ୍ତୀ କହିଛନ୍ତିଯେ, ରିଲାଏନ୍ସ ଏସବିଆଇ କାର୍ଡକୁ ଏକ ସାମଗ୍ରିକ
ଉତ୍ପାଦ ଭାବରେ ବିକଶିତ କରାଯାଇଛି । ଏହା ସର୍ବଭାରତୀୟ ସ୍ତରରେ ଏକ ଲୋକପ୍ରିୟ କ୍ରେଡିଟ୍କା ର୍ଡ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ରିଲାଏନ୍ସ
ଏସ୍ବିଆଇ କାର୍ଡ ପ୍ରାଇମ ପାଇଁm ବାର୍ଷିକ ନବୀକରଣ ଶୁଳ୍କ ୨୯୯୯ଟଙ୍କା ସହ ଟ୍ୟାକ୍ସ ଏବଂ ରିଲାଏନ୍ସ ଏସବିଆଇ କାର୍ଡ ପାଇଁ ବାର୍ଷିକ
ନବୀକରଣ ଶୁଳ୍କ ୪୯୯ ଟଙ୍କା ରହିଛି । ନୂଆଦିଲ୍ଲୀ: ସତର୍କତା ସଚେତନତା ସପ୍ତାହ ୨୦୨୩ ପାଳନ ଅବସରରେ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ର ଏକ
ଲକ୍ଷ କର୍ମଚାରୀ ସାଧୁତାର ଶପଥ ନେଇଛନ୍ତି । ସାରା ଦେଶରେ ଥିବା ବ୍ୟାଙ୍କର କାର୍ଯ୍ୟାଳୟଗୁଡ଼ିକରେ ଏହି ସପ୍ତାହ ପାଳନ କରାଯାଇଛି ।ନୂଆଦିଲ୍ଲୀର ଦ୍ୱାରକା ସ୍ଥିତ ବ୍ୟାଙ୍କର
କର୍ପୋରେଟ୍ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାଙ୍କର ଇଡି ବିଭୁ ପ୍ରସାଦ ମହାପାତ୍ର, ଏମ୍ପ ରମଶିବମ ଓ ସିଭିଓ ରାଘବେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସିଜିଏମ୍,
ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାଧୁତାର ଶପଥ ଗ୍ରହଣ କରିଥିଲେ । ନିଷ୍ଠାର ସହ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ନୈତିକ ବ୍ୟବସାୟଅଭ୍ୟାସ ବଜାୟ ରଖିବା ଲାଗି
ସେମାନେ ନିଜର ପ୍ରତିବଦ୍ଧତାଜଣାଇଥିଲେ । ଆମ ଦୈନନ୍ଦୀନ ଜୀବନରେ ଦୁର୍ନୀତି ବିରୋଧରେ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି
ବ୍ୟାଙ୍କର ଇଡି ଶ୍ରୀ ମହାପାତ୍ର କହିଥିଲେ । ଅନ୍ୟତମ ଇଡି ଶ୍ରୀ ପରମଶିବମ କହିଥିଲେ ଯେ ସତର୍କତା ଆମ ଜୀବନ ବଞ୍ଚିବାର ମାଧ୍ୟମ ହେବା ଉଚିତ ।

#Odisha #Reliance