ଭୁବନେଶ୍ୱର :ସର୍ବ ଭାରତୀୟ ସ୍ତର ଚାଟାର୍ଡ଼ ଆକାଉଣ୍ଟ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି l ଏହି ପରୀକ୍ଷା ରେ
ଚିରାଗ କେଜ୍ରିୱାଲ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି l ଶ୍ରୀ କେଜ୍ରିୱାଲ ବରିଷ୍ଠ ଅର୍ଥନୀତି ସମୀକ୍ଷକ ତଥା ଆଇନୀଜୀବୀ ସି.ଏ. ରମେଶ କେଜ୍ରିୱାଲ ଙ୍କ ପୁତ୍ର l ଭୁବବନେଶ୍ୱର ସାଇ ଇଣ୍ଟେର୍ନେସେନାଲ ସ୍କୁଲ ରେ ତାଙ୍କର ଶିକ୍ଷା ଆରମ୍ଭ କରି କଲିକତା ରେ ସି.ଏ. ଭାବେ ଅଧ୍ୟୟନ କରୁଥିଲେ I ଏହି ସଫଳତା ପରେ ସି.ଏ. ବିକାଶ କେଜ୍ରିୱାଲ ଙ୍କୁ ସମାଜ ର ବିଭିନ୍ନ ବର୍ଗ ରୁ ଶୁଭେଚ୍ଛା ଜଣାଇଛନ୍ତି l