ଟିପି ଓଡ଼ିଶା ଡିସ୍କମ୍ ପକ୍ଷରୁ ୫୩ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ଟାଟାପାୱାର ଓ ଓଡ଼ିଶା ସରକାରଙ୍କ ଯୌଥଉଦ୍ୟୋଗ ଟିପି ଓଡ଼ିଶା ଡିସ୍କମ୍
ଗୁଡ଼ିକ ପକ୍ଷରୁ ୫୩ ହଜାରରୁଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିପ୍ରଦାନ କରାଯାଇଛି । ପ୍ରତ୍ୟକ୍ଷନିଯୁକ୍ତି କାର୍ଯ୍ୟକ୍ରମ ବ୍ୟତୀତ
ରାଜ୍ୟରେ ଟାଟା ପାୱାରଯୋଗାଣକାରୀଙ୍କ ଠାରୁ ଆରମ୍ଭକରିସେବା ପ୍ରଦାନକାରୀ, ଠିକାଦାରଏବଂ ସହାୟକ ସେବା ପର୍ଯ୍ୟନ୍ତ
ବିଭିନ୍ନ କ୍ଷେତ୍ରରେ ପରୋକ୍ଷ ନିଯୁକ୍ତିସୃଷ୍ଟିରେ ସହାୟକ ହୋଇଛି । କଳିଙ୍ଗଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ଟେକ୍ନୋଲୋଜି (କିଟ୍), ଇନ୍ଦିରା
ଗାନ୍ଧୀ ଇନଷ୍ଟିଚଚୁ୍ୟଟ୍ ଅଫ୍ଟେକ୍ନୋଲୋଜି (ଆଇଜିଆଇଟି),ସିଲିକନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ଟେକ୍ନୋଲୋଜି (ଏସ୍ଆଇଟି),
ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ଇଞ୍ଜିନିୟରିଂ (ବୋସ୍), ବୈଷୟିକଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଟିଇଆର) ଏବଂ ବିଶ୍ୱ ଦକ୍ଷତା
କେନ୍ଦ୍ର (ଡବ୍ଲ୍ୟୁଏସ୍ସି) ଭଳି ପ୍ରତିଷ୍ଠିତଅନୁଷ୍ଠାନ ସହ ବିଭିନ୍ନ ରଣନୈତିକନିବେଶ ଓ ଭାଗୀଦାରିରେ କମ୍ପାନିଓଡ଼ିଶାର ସାମାଜିକ-ଅର୍ଥନୈତିକ
ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକାଗ୍ରହଣ କରୁଥିବା ସଂସ୍ଥା ପକ୍ଷରୁକ ୁ ହ ଯ । ଇ ଛ ି । ଅ ନ ୍ୟ ପ େ ଟ
ପରିଚାଳନା, ସୁରକ୍ଷା, ବୈଷୟିକଓ ପ୍ରଶାସନିକ ଭୂମିକା ଠାରୁ ଆରମ୍ଭକରି ମହିଳାମାନଙ୍କ ଦ୍ୱାରା ମିଟର
ପରୀକ୍ଷଣ ଲ୍ୟାବ, ବିଦ୍ୟୁତ୍ ବ୍ୟବସ୍ଥାନିୟନ୍ତ୍ରଣ କେନ୍ଦ୍ର, ଆଇଟି, ଫାଇନାନ୍ସଓ ସତର୍କତା ଆଦିର ପରିଚାଳନା
କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।ଡିସ୍କମ୍ଗୁଡ଼ିକ ବିଭିନ୍ନ ପ୍ରକାରଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ
ଅଭିଯାନ ସହିତ ଯୋଡ଼ିହୋଇଯୋଗ୍ୟ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନକରୁଛନ୍ତି । ଏ ସମ୍ପର୍କରେ ଟାଟା
ପାୱାରର ସଭାପତି ସଞ୍ଜୟ ବାଙ୍ଗାକହିଛନ୍ତି ଯେ, ସ୍ଥାନୀୟ ଯୁବପିଢ଼ିଙ୍କୁଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ପ୍ରଦାନ
କରି ଟାଟା ପାୱାର ଓଡ଼ିଶାଡିସକମ୍ଗୁଡ଼ିକ ଗର୍ବିତ । ସୂଚନାଥାଉକି, ଓଡ଼ିଶାର ୪ଟି ଡିସକମ୍ଦ୍ୱାରା ପ୍ରତ୍ୟକ୍ଷ ଭାବେ ୧୪ ହଜାର
କର୍ମଚାରୀ ନିୟୋଜିତ ହୋଇଛନ୍ତି ।ଟମାଟୋ ପରେ ପିଆଜ ଦର ବୃଦ୍ଧି ନେଇ ଚିନ୍ତାରେ ଖାଉଟି

#Dumanitv #Tp #Tawar #DumaniKhabar