ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦ

ମାନବୀୟ ସହାୟତା ଜାରି ରଖିବାକୁ ପ୍ରତିଶ୍ରୁତ

ନୂଆଦିଲ୍ଲୀ: ଗୁରୁବାର ପାଲେଷ୍ଟାଇନ୍ରାଷ୍ଟ୍ରପତି ମହମୁଦ ଆବ୍ୱାସଙ୍କ ସହଫୋନ୍ ଯୋଗେ କଥା ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଫୋନ୍ରେ ଆଲୋଚନା କଲାବେଳେଗାଜାର ହସ୍ପିଟାଲ୍ରେ ହୋଇଥିବା
ବୋମାମାଡ଼ ଘଟଣାରେ ଦୁଃଖ ପ୍ରକାଶକରିଛନ୍ତି ମୋଦୀ । ଏଥି ସହିତପାଲେଷ୍ଟାଇନ୍କୁ ମାନବୀୟ ସହାୟତାଯୋଗାଇବା ଜାରି ରଖିବେ ବୋଲିପ୍ରଧାନମନ୍ତ୍ରୀ କହିଛନ୍ତି । ପାଲେଷ୍ଟାଇନ୍ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେଏ ସମ୍ପର୍କରେ ସୂଚନା ଦେଇପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦ,ହିଂସା ଓ ଉକ୍ତ ଅଞ୍ଚଳର ବିଗୁଡ଼ୁଥିବାସ୍ଥିତି ନେଇ ଭାରତ ପାଲେଷ୍ଟାଇନ୍ପାଖରେ ଚିନ୍ତା ବ୍ୟକ୍ତ କରିଥିଲା ।ଇସ୍ରାଏଲ-ପାଲେଷ୍ଟାଇନ୍ ସ୍ଥିତି
ଉପରେ ଭାରତ ଦୀର୍ଘଦିନ ଧରି ଚାଲିଆସିଥିବା ସୈଦ୍ଧାନ୍ତିକ ସ୍ଥିତିକୁପୁଣିଥରେ ଦୋହରାଇଛି । ଅକ୍ଟୋବର୭ ତାରିଖରେ ହମାସ ଇସ୍ରାଏଲ୍ଉପରେ ୫ ହଜାର ମିସାଇଲ୍ ମାଡ଼ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦିମାନବୀୟ ସହାୟତା ଜାରି ରଖିବାକୁ ପ୍ରତିଶ୍ରୁତିକରିବା ପରେ ଇସ୍ରାଏଲ୍ ଯୁଦ୍ଘୋଷଣା କରିଥିଲା । ଏହାପରେ ଦୁଇଜଣଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି ।ଏଥିରେ ୩ ହଜାରରୁ ଅଧିକଲୋକଙ୍କର ମୃତ୍ୟୁ ହେଲାଣି ।ଇତିମଧ୍ୟରେ ଗାଜାରେ ଥିବା ଏକହସ୍ପିଟାଲ୍ରେ ମିସାଇଲ୍ ଆକ୍ରମଣଯୋଗୁ ୫୦୦ ଲୋକଙ୍କର ମୃତ୍ୟୁହୋଇଛି । ଯାହାକୁ ନେଇପାଲେଷ୍ଟାଇନ୍ ଓ ଇସ୍ରାଏଲ୍ ପରସ୍ପରଉପରେ ଦୋଷ ଲଦୁଛନ୍ତି । ତେବେପ୍ରକୃତରେ ଆକ୍ରମଣ କିଏ କରିଛିସେ ନେଇ କୌଣସି ରିପୋର୍ଟସାମ୍ନାକୁ ଆସିପାରି ନାହିଁ । ସେପଟେଇସ୍ରାଏଲ୍ କହିଛି ହମସାବିରୋଧରେ ସେ ଜାତିସଂଘକୁପ୍ରମାଣ ବି ଦେବ ।

#PrimeMinisterNarendra #Palestinian #Dumanitv