ଫିଫା ବିଶ୍ୱକପରେ ଆଜିର ମ୍ୟାଚ

ନୂଆଦିଲ୍ଲୀ, 24 ନଭେମ୍ବର : ଫିଫା ବିଶ୍ୱକପରେ ଆଜି ବେଲଜିୟମ- କାନାଡା, ସ୍ବିଜରଲ୍ୟାଣ୍ଡ- କାମେରୁନ, ଉରୁଗୁଏ- ଦକ୍ଷିଣ କୋରିଆ ଏବଂ ପର୍ତୁଗାଲ ଓ ଘାନା ମଧ୍ୟରେ ମ୍ୟାଚ ଖେଳା ଯିବ।