ବର୍ଷ ୨୦୨୦ରେ ଛତିଶଗଡ ଘଟିଥିବା ବହୁ ଚର୍ଚ୍ଚିତ ମା,ଝିଅ ହତ୍ୟାର ଆଜି ହେବ ରାୟ

ଡୁମାଣୀ ଟିଭି,୨/୪ : ବହୁ ଚର୍ଚ୍ଚିତ ମା’ ଝିଅ କଳ୍ପନା ଓ ବବଲି ହତ୍ୟାକାଣ୍ଡ ଘଟଣା । ଆଜି ପ୍ରକାଶ ପାଇବ ରାୟ । ରାୟଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟରେ ପ୍ରକାଶ ପାଇବ ଏହି ମାମଲାର ରାୟ ।
ଖବର ଅନୁଯାୟୀ, ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃଆରୀ ୧୩ ତାରିଖରେ ଘଟିଥିଲା ଏହି ଡବଲ ମର୍ଡର ଘଟଣା। ମାମଲାରେ ଛନ୍ଦି ହୋଇ ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ତଳୁ ଜେଲରେ ଅଛନ୍ତି। ପୋଲିସ ପ୍ରଥମେ ଅନୁପଙ୍କୁ ନିଜ ହେପାଜତକୁ ନେବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପ୍ରମୁଖ ସହଯୋଗୀ ଭାବେ ଗିରଫ କରିଥିଲା। ଦୁଇମାସ ତଳେ ବର୍ଦ୍ଧନ ଟପ୍ପୋଙ୍କୁ ହାଇକୋର୍ଟରୁ ଜାମିନ ମଂଞ୍ଜୁର ହୋଇଛି । ଏବେ ଏହି ମାମଲାରୁ ରାୟ ପ୍ରକାଶ କରିବେ କୋର୍ଟ ।

#chattishgarh crime news#double murdered#DUMANITV#INDIA#ODISHA