ମୁମ୍ବାଇ, ୨୯ା୧୦: ଦୀପିକାପାଦୁକୋନ-ରଣବୀର ସିଂହ ଏବେକିଛିଦିନ ହେବ ସୋସିଆଲମିଡିଆରେ ହେଡ଼ଲାଇନରେ ଅଛନ୍ତି ।”କଫି ୱିଥ୍ କରନ -୮’ରେ ସାମିଲ
ହୋଇ ଏହି କପଲ ପରସ୍ପରବିଷୟରେ ବହୁତ କିଛି କହିଥିଲେ ।ତେବେ ଏହି ଶୋ’ରେ ଦୀପିକାକହିଥିବା କିଛି କଥା ପାଇଁ ତାଙ୍କୁଟ୍ରୋଲ ହେବାକୁ ପଡ଼ିଥିଲା ।
ବର୍ତ୍ତମାନ ଦେଖିବାକୁ ମିଳୁଛି ଯେଦୀପିକା ପାଦୁକୋନ ନିଜଅଫିସିଆଲ ଇନଷ୍ଟାଗ୍ରାମଆକାଉଣ୍ଟରେ ଏକ ଭିଡିଓ ସେୟାରକରି ସମସ୍ତଙ୍କୁ ମୁହଁ ତୋଡ ଜବାବ
ଦେଇଛନ୍ତି । ଦୀପିକାଙ୍କ ଏହି ଫନିଭିଡିଓରେ ତାଙ୍କ ସ୍ୱାମୀ ରଣବୀରସିଂହ ମଧ୍ୟ ରିଆକ୍ଟ କରିଛନ୍ତି । ଏହିଭିଡିଓରେ ଦୀପିକା ନିଜକୁ ପ୍ରଶଂସାକରୁଛନ୍ତି । ଏହାର କ୍ୟାପଶନରେସେ ଲେଖିଛନ୍ତି, “ଜଷ୍ଟ ୱାଓ’ ଟ୍ରୋଲ୍ହେବା ପରେ ଏହା ଦୀପିକାଙ୍କରପ୍ରଥମ ପୋଷ୍ଟ । ନିକଟରେ କରଣଜୋହାରଙ୍କ ସବୁଠାରୁ ଚର୍ଚ୍ଚିତ ଶୋକଫି ୱିଥ କରଣ ୮ର ପ୍ରଥମ ଗେଷ୍ଟରଣବୀର ସିଂହ ଏବଂ ଦୀପିକାପାଦୁକୋନ ରହିଛନ୍ତି । ଏହି ଶୋରେଦୀପିକା ଏବଂ ରଣବୀର ନିଜଜୀବନର କିଛି କଥା ସେୟାରକରିଛନ୍ତି, ଯାହାପରେ ଏହି ଚର୍ଚ୍ଚାଲାଗି ରହିଛି । ସେହିପରି ଦୀପିକାସେହି ଟ୍ରୋଲର୍ସମାନଙ୍କୁ ଉପଯୁକ୍ତଉତ୍ତର ଦେଇ ମୁହଁ ବନ୍ଦକରାଇଛନ୍ତି । ସେ ଇନଷ୍ଟାଗ୍ରାମରେଛାଡିଥିବା ଏକ ଫନି ଭିଡିଓ ସେୟାରକରିଛନ୍ତି । ଏହି ଭିଡିଓରେ ସେଏକ ଲିପ୍ସିଙ୍ଗ କରି ସୋବିୟୁଟିଫୁଲ୍.. ଜଷ୍ଟ ଲୁକିଙ୍ଗ ଲାଇକଅ ୱାଓ’ କହିଛନ୍ତି । ରଣବୀର ସ୍ତ୍ରୀଦୀପିକାଙ୍କ ଭିଡିଓ ଦେଖିବା ପରେହସିବା ବନ୍ଦ କରିପାରି ନ ଥିଲେ ।ସେ ମନ୍ତବ୍ୟ ଦେଇଥିଲେ “ହା ହାହା ହା! ଡେଡ୍ । କରଣ ଜୋହରମଧ୍ୟ ଲେଖିଛନ୍ତି, “ମୁଁ ଏଥିରେଅପ୍ସେଟ୍ ଅଛି ।’ ୨୬ଅକ୍ଟୋବରରୁ ଆରମ୍ଭ ହୋଇଥିବା”କଫି ୱିଥ୍ କରନ-୮’ ରେଦୀପିକା ଏବଂ ରଣବୀରଅଂଶଗ୍ରହଣ କରିଥିଲେ । ଏହିସମୟରେ ଦୁହେଁ ସେମାନଙ୍କର
ପ୍ରେମ କାହାଣୀ ବିଷୟରେକଥାବାର୍ତ୍ତା ହୋଇଥିଲେ । ତା’ପରେଦୀପିକା କହିଥିଲେ, ରଣବୀରଙ୍କସହ ସମ୍ପର୍କର ପ୍ରଥମ ପର୍ଯ୍ୟାୟରେ
ସେ ଅନ୍ୟ ପୁଅମାନଙ୍କୁ ମଧ୍ୟ ଡେଟ୍କରୁଥିଲେ । କିନ୍ତୁ ତାଙ୍କ ମନରେରଣବୀରଙ୍କ ପ୍ରତି ପ୍ରତିବଦ୍ଧ ଥିଲେ ।ଦୀପିକାଙ୍କଠାରୁ ଏହି କଥା ଶୁଣିବା
ପରେ ଟ୍ରୋଲ୍ ହେବାକୁ ପଡ଼ିଛି ।ତେବେ ସେଲିବ୍ରିଟିମାନଙ୍କଠାରୁଦୀପିକାଙ୍କୁ ଯେତେ ପ୍ରଶଂସାମିଳିଥିଲା, ପ୍ରଶଂସକମାନେ ତାଙ୍କୁ
ଟ୍ରୋଲ୍ କରିଥିଲେ । ଜଣେ ୟୁଜରକହିଥିଲେ, “ରଣବୀର ସିଂଙ୍କୁପ୍ରତାରଣା କରିଥିବା ଏହି ବ୍ୟକ୍ତିକି?’ ଆଉ ଜଣେ କବିତା
ଆକାରରେ ଲେଖିଛନ୍ତି, “ବୱୋଫା,ତେରା ମାସୁମ ଚେହେରା ଦିଲ୍ଲଗାନେ କେ କାବିଲ୍ ନେହିଁ ।