ଭୁବନେଶ୍ୱର,(ଡିକେ ନୁ୍ୟଜ୍): ଭୁବନେଶ୍ୱର ଜୟଦେବବିହାରସ୍ଥିତ ଏସ୍ବିଅ ।ଇ ବ୍ୟାଙ୍କ ନିକଟରେ ଆଜି“ଭିସାଜର ଏକ ନୂଅ । ବ୍ରାଞ୍ଚ “ଭିସାଜ ବେଷ୍ଟ ଇନ୍ ବିଉଟି ୟୁନିସେକ୍ସ ସେଲୁନ୍’ ଖୋଲିଛି ।ଏହି“ଅବସରରେ ସମାଜସେବୀ ତଥା ବିଜେଡି କର୍ମୀ ମୀରା ପରିଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂଅ । ବାଂଚକୁ ଉଦଘାଟନ କରିଛନ୍ତି । ଭିସାଜ ବିଉଟି ସେଲୁନ୍
ଆଣ୍ଡ ଏକାଡେମୀର ଏହି“ନୂଅ । ସେଲୁନ୍ ଓଡିଶାରେ ୧୪ ନମ୍ୱର ସେଲୁନ୍ ହୋଇଥିବାବେଳେ ଭୁବନେଶ୍ୱରରେ ଏହା ହେଉଛି ତାଙ୍କର ସାତ ନମ୍ବର ୟୁନିସେକ୍ସ
ସେଲୁନ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଭିସାଢ ବିଉଟି ସେଲୁନ ଆଣ୍ଡ ଏକାଡେମୀର ପରିଚାଳନା ମୁଖ୍ୟ ପ୍ରିୟଦର୍ଶିନୀଙ୍କ ସମେତ ଜୟଦେବ ବିହାର ବାଂଚ ମୁଖ୍ୟ ଏବଂ ସେଲୁନର
ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ।ରୂପଶଯ୍ୟା ତଥା ସୌନ୍ଦର୍ଯ୍ୟ ବର୍ତମାନ ସମୟରେ ପ୍ରତ୍େୟକ ମଣିଷଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଣତ ହୋଇଛି । ଭିସାଜ
ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବ ସହ ନିଜର ଏକ ସତନ୍ତ୍ରପରିଚୟ ହାସଲ କରିଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ଦୀପାବଳୀ ପର୍ଯ୍ୟନ୍ତ ସେଲୁନରେ ଫ୍ଲାଟ୍ ୩୦ %
ରିହାତି ପ୍ରଦାନ କରାଯାଉଛି । ବିଶେଷ କରି ଅ ।ଦି ସର୍ଭିସଗୁଡିକ ଗ୍ରାହକ ସୁଲଭ ମୂଲ୍ୟରେ ପାଇପାରି ବୋଲି କହିଛନ୍ତି ଭିସାଜର ପରିଚାଳନା ମୁଖ୍ୟ । ୟୁକୋ ଆରସିଟି ପକ୍ଷରୁ ଦୁର୍ନିତୀ ନିବାରଣ ସପ୍ତାହ ପାଳିତ ହୋଇଯାଇଅଛି ।