ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଅଲିମ୍ପିକ୍ସ ଟିକେଟ୍

ଭୁବନେଶ୍ୱର, ୩୧ା୧୦ (ଡିକେନୁ୍ୟଜ୍): ୨୦୨୪ ପ୍ୟାରିସ ଅଲିମ୍ପିକ୍ସପାଇଁ ଟିକେଟ ହାସଲ କରିଛନ୍ତିଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ । ୫୦
ମିଟର ଥ୍ରୀ ପୋଜିସନ ରାଇଫଲଇଭେଣ୍ଟ ପାଇଁ ସେ ପାଇଛନ୍ତି ଅଲିମ୍ପିକ୍ସଟିକେଟ୍ । କୋରିଆରେ ·ଲିଥିବାଏସିଆନ ଶୁଟିଂ ·ମ୍ପିୟନ ସିପରେ
ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ଏହିସଫଳତା । ଏସିଆନ ଶୁଟିଂ ·ମ୍ପିୟନସିପରେ ୫୦ ମିଟର ଥ୍ରୀ ପୋଜିସନଇଭେଣ୍ଟରେ ଭାରତୀୟ ମହିଳା ଦଳ
ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେଏଥିରେ ରହିଥିଲେ ଶ୍ରୀୟଙ୍କା । ଏହାସହିତ ବ୍ୟକ୍ତିଗତ ଭାବେ ଶ୍ରୀୟଙ୍କାଭଲ ସ୍କୋର କରିବାରୁ ଅଲିମ୍ପିକ୍ସ ପାଇଁ
ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।୫୦ ମିଟର ଥ୍ରୀ ପୋଜିସନଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଥିବା
ଟିମରେ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କସହିତ ଆୟୁଶୀ ଓ ଆଶି ରହିଥିଲେ ।ଶ୍ରୀୟଙ୍କାଙ୍କ ଏହି ସଫଳତା ପାଇଁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ନିଜ କ୍ୟାରିୟରରେ ଶ୍ରୀୟଙ୍କାଆହୁରି ଅନେକ ସଫଳତା ହାସଲକରନ୍ତୁ ବୋଲି ଶୁଭେଚ୍ଛା ଜଣାଇକହିଛନ୍ତି ମୁଖ୍ୟମନ୍ତ୍ରୀ ।

#Sriyanka #Sports #DumaniTv