୧୯୯୯ ବିମାନ ଅପହରଣ ଘଟଣାରେ ସଂପୃକ୍ତ ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତକଲା ଗୃହ ମନ୍ତ୍ରଣାଳୟ

ଡୁମାଣୀ ଟିଭି,୧୪/୪:ମୁସ୍ତାକ ଅହମ୍ମଦ ଜରଗରକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ମୁସ୍ତାକ ଅଲ୍-ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ଏବଂ ଚିଫ୍ କମାଣ୍ଡର ଅଛି ।

ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେବା ସହ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷଣା କରିଛି । ଜରଗରକୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ୧୯୬୭ ଅଧିନରେ ଆତଙ୍କବାଦୀ ଘୋଷିତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଜରଗର ୧୯୯୯ର ଇଣ୍ଡିଆନ ଏୟାରଲାଇନ୍ସର ବିମାନକୁ ହାଇଜାକ୍ କରିବା ଘଟଣାରେ ମୁକ୍ତ କରାଯାଇଥିଲା ।

#1999year#arilineattack#crime#DUMANITV#INDIA#ODISHA