ଇଜିପ୍ଟରେ ୨ ଇସ୍ରାଏଲ ପର୍ଯ୍ୟଟକଙ୍କୁ ପୋଲିସ କର୍ମୀଙ୍କ ହତ୍ୟାଇସ୍ରାଏଲ: ହାମାସ-ଇସ୍ରାଏଲ ଯୁଦ୍ଧମଧ୍ୟରେ ଇସ୍ରାଏଲର ଦୁଇ ପର୍ଯ୍ୟଟକଙ୍କୁଗୁଳି କରି ହତ୍ୟା କରାଯାଇଛି ।ସଦ୍ୟତମ ରିପୋର୍ଟ ମୁତାବକ,ଇଜିପ୍ଟରେ ଜଣେ ପୋଲିସ୍ କର୍ମଚାରୀଇସ୍ରାଏଲ୍ ପର୍ଯ୍ୟଟକଙ୍କୁଗୁଳିକରି ହତ୍ୟାକରିଛନ୍ତି । ସ୍ଥାନୀୟ ଗଣମାଧ୍ୟମଅନୁସାରେ, ଆଲେକ୍ସଜାଣ୍ଡାରିଅ ।ରେଇଜିପ୍ଟର ପୋଲିସ୍ କର୍ମଚାରୀ ଇସ୍ରାଏଲ୍ପର୍ଯ୍ୟଟକଙ୍କ ବସ୍ ଉପରକୁ ଗୁଳିଚାଳନା କରିଥିଲେ । ବନ୍ଧୁକଧାରୀପୋଲିସ ଇସ୍ରାଏଲ ପର୍ଯ୍ୟଟକ ଦଳଯାଉଥିବା ବସ୍କୁ ଟାର୍ଗେଟ୍ କରିଥିଲେ ।ରୁଷୀୟ ନୁ୍ୟଜ୍ ଏଜେନ୍ସି ଆରଟିରରିପୋର୍ଟ ମୁତାବକ, ପୋଲିସ ଗୁଳିରେଦୁଇ ଇସ୍ରାଏଲ୍ ପର୍ଯ୍ୟଟକ ପ୍ରାଣହରାଇଛନ୍ତି । ସେପଟେ ଏହିଆକ୍ରମଣରେ ଜଣେ ଇଜିପ୍ଟନାଗରିକଙ୍କର ମଧ୍ୟ ମୃତୁ୍ୟ ଘଟିଛି ।ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଅଟକରଖାଯାଇଛି । ପାଲେଷ୍ଟାଇନ୍ଆତଙ୍କବାଦୀ ଗୋଷ୍ଠୀହାମାସ୍,ଇସ୍ରାଏଲ୍ ଉପରେ ୫ ହଜାର ରକେଟ୍ମାଡ଼ କରିଥିଲା । ଏହି ଭୀଷଣଆକ୍ରମଣର ପ୍ରତିଶୋଧ ନେବାକୁ ଯାଇଇସ୍ରାଏଲ, ହାମାସ୍ ବିରୋଧରେ ଯୁଦ୍ଧଘୋଷଣା କରିଥିଲା ଏବଂ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଥିଲା । ଏହି ଯୁଦ୍ଧରେଉଭୟ ପକ୍ଷରୁ ଏ ପର୍ଯ୍ୟନ୍ତ୫୦୦ରୁଅଧିକ ଲୋକଙ୍କର ଜୀବନ ଗଲାଣି ।କାଲି ହାମାସ ୫୦୦୦ ରକେଟ୍ସାହାଯ୍ୟରେ ଇସ୍ରାଏଲ୍ ଉପରେଅ ।କ୍ରମଣ କରିଥିଲା । ଏହି ଆକ୍ରମଣକାରଣରୁ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନସମର୍ଥକ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭହୋଇଛି । ଇସ୍ରାଏଲ୍ ନିଜ ଏୟାରଡିଫେନ୍ସ ସିଷ୍ଟମ ଦ୍ୱାରା ହାମାସରକେଟ୍ ଆକ୍ରମଣର ଜବାବ ଦେଇଛି ।