ସାଲେପୁର: ଆଜି ସାଲେପୁର କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି ।ପେଟ୍ରୋଲ,ଡିଜେଲ ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ର ଅହେତୁକ ବୃଦ୍ଧି ଓ ମାହାଙ୍ଗା ଡବଲ ମର୍ଡରଘଟଣା ରେ ନିରପେକ୍ଷ ତଦନ୍ତ ଓ ଆଇନ ଶୃଙ୍ଖଳା ବିପଯ୍ୟସ୍ତ ପ୍ରତିବାଦ ରେ ସାଲେପୁର ରେ କଂଗ୍ରେସ ପକ୍ଷରୁ ମୁଖ୍ୟବଜାର ସମେତ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ଆନ୍ଦୋଳ କାରୀମାନେ ସାଲେପୁର କୁଆଁପାଳ ରୋଡ଼ ଛକ ଉପରେ ବସି ସ୍ଲୋଗାନ ଦେଇଥିଲେ