ନୂଆଦିଲ୍ଲୀ: କରୋନାରେ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୩୯ ଲକ୍ଷ ୭ ହଜାର ୩୮୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨ ଲକ୍ଷ ୪୬ ହଜାର ୭୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ୫୬ କୋଟି ୮୧ ଲକ୍ଷ ୩୮୩ ହଜାର ୬୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୯ ଲକ୍ଷ ୭୯ ହଜାର ୨୧୫ ଜଣ ଲୋକ ସକ୍ରିୟ ଅଛନ୍ତି ।