ନ ୂ ଅ । ଦ ି ଲ ୍ଲ ୀ , ୧ ୦ । ୧ ୦ ( ଡ ି େ କନୁ୍ୟଜ): ସୁପ୍ରିମକୋର୍ଟରେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣମାମଲା ଉପରେ ଶୁଣାଣି ହୋଇଛି । ମାମଲାର ଶୁଣାଣି କରିସୁପ୍ରିମକୋର୍ଟ ଏୟାର କ୍ୱାଲିଟିମ୍ୟାନେଜମେଣ୍ଟ କମିଶନ ଠାରୁବାୟୁ ପ୍ରଦୂଷଣ ରୋକିବା ପାଇଁନିଆଯାଇଥିବା ପଦକ୍ଷେପସମ୍ପର୍କରେ ତଥ୍ୟ ମାଗିଛନ୍ତି । ଜଷ୍ଟିସସଞ୍ଜୟକିଶନ କୌଲଙ୍କଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହିନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାରପରବର୍ତ୍ତୀ ଶୁଣାଣି ଅକ୍ଟୋବର୩୧ରେ ହେବ । ଆମିକସ କ୍ୟୁରୀଅପରାଜିତା ସିଂହ ଶୀତରେ ପ୍ରଦୂଷଣସ୍ତର ବଢୁଥିବା ମାମଲା ଉଠାଇଥିଲା। ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟକମିଶନ ଠାରୁ ରିପୋର୍ଟ ତଲବକରିବା ନିମନ୍ତେ ସେ ଦାବିକରିଥିଲେ । ସେ କହିଥିଲେ ଶୀତପାଖେଇ ଆସିଲାଣି ଏବଂ ନଡାଜଳିବା କାରଣରୁ ପ୍ରଦୂଷଣ ବଢିବାରଆଶଙ୍କା ଦେଖାଦେଇଛି ।