-ଟେନସା-ବରସୁଆଁ ଘାଟିରେ ହାତୀ ଆତଙ୍କ
ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହର ଭିତରକୁ ପଶି ଆସିଛନ୍ତି ଏକ ୧୦ ଟିକିଆ ହାତୀ ପଲ । ତେବେ ଏକ ସଙ୍ଗରେ ଏତେ ସଂଖ୍ୟା ବଣୁଆ ହାତୀଙ୍କୁ ସହରରେ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ସେହିପରି ଟେନସା-ବରସୁଆଁ ଘାଟି ରାସ୍ତାରେ ହାତୀ ଆତଙ୍କ ଆତଯାତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।