ଭୁନବେଶ୍ୱର: ଏଣିକି ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା । ଆସନ୍ତାବର୍ଷ ଶିକ୍ଷା ବର୍ଷରୁ ପ୍ରଥମ ଶ୍ରେଣୀ ପିଲା ପଢିବେ ଇଂରାଜୀ ପାଠ । ଏହି ନୂଆ ବ୍ୟବସ୍ଥା ୩୦ ଜିଲ୍ଲାର ୧୦୧ଟି ସ୍କୁଲରେ ପ୍ରଚଳନ ହେବ । ରାଜ୍ୟରେ ଚିହ୍ନଟ ସରକାରୀ ସ୍କୁଲ୍ ଅଫ ଏକ୍ସିଲେନ୍ସରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ । ଏ ନେଇ ଶନିବାର ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ।