ଭୁବନେଶ୍ୱର, (ଡିକେ ନୁ୍ୟଜ୍): ରାଜ୍ୟରେପନିପରିବା ଓ ଫଳ·ଷର ପର୍ଯ୍ୟାପ୍ତ ସୁଯୋଗକୁସମ୍ପଦରେ ପରିଣତ କରିବାକୁ କୃଷି ବିଭାଗ ଆରମ୍ଭକରିଛି ପ୍ରକ୍ରିୟା । କୃଷି କ୍ଷେତ୍ରରେ ଫସଲରବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେପନିପରିବା ·ଷ ଦ୍ୱାରା ·ଷୀମାନଙ୍କର ଆୟବୃଦ୍ଧିଉପରେ କୃଷି ବିଭାଗ ଗୁରୁତ୍ୱ ଦେଉଛି । ଏହିକ୍ରମରେ ପନିପରିବା ଆଦି କୃଷିଜାତ ଦ୍ରବ୍ୟରଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟରେ ୧୦ରୁ୧୫ଟନ କ୍ଷମତା ବିଶିଷ୍ଟ ଏକ ହଜାରରୁ ଊର୍ଦ୍ଧ୍ୱକୋଲଡ୍ ରୁମ୍ ସ୍ଥାପନ କରାଯିବ । ଅନୁରୂପଭାବରେ ରାଜ୍ୟରେ ଆଳୁ ·ଷକୁ ବ୍ୟାପକ କରିବାପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ।୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ୍ଆଳୁ ·ଷ କରାଯାଇଥିବାବେଳେ ରବିଋତୁରେଆଳୁ·ଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକଆଳୁ ଉତ୍ପାଦନ ନିମନ୍ତେ ·ଷୀମାନଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷିଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ୱ ପ୍ରଦାନକରୁଛି । କୃଷି ଭବନଠାରେ ବୁଧବାର ଉଦ୍ୟାନ କୃଷିଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନନିଦେ୍ର୍ଦଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବାବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷାକରାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିବୈଠକରେ ବିଭିନ୍ନ ବିଷୟରେ ଆଲୋଚନାହୋଇଛି । ବୈଠକରେ ବିଭିନ୍ନ ଯୋଜନାର ସମୀକ୍ଷାକରି ଡ. ପାଢୀ ଯୋଜନା ଗୁଡ଼ିକରେ ଜିଲ୍ଲା ନିମନ୍ତେଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ କ୍ଷେତ୍ରସ୍ତରରଅଧିକାରୀମାନେ ଅଧିକ ତତ୍ପରତାର ସହ କାର୍ଯ୍ୟକରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେପିଆଜ, ଶଙ୍କରଜାତୀୟ ପନିପରିବା, ମସଲା,ଅଦା, ହଳଦୀ, ଲଙ୍କା ·ଷ ଉପରେ ଗୁରୁତ୍ୱ ପ୍ରଦାନକରାଯାଇଛି । ଏଥି ସହିତ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଅଏଲ୍ପାମ୍ କମ୍ପାନୀମାନଙ୍କ ସହିତ ନିୟମିତ ବୈଠକ କରିଜିଲ୍ଲାରେ ପାମ୍ ତେଲ ଉତ୍ପାଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତକରିବାକୁ ଜିଲ୍ଲା ଅଧିକାରୀମାନଙ୍କୁନିଦେ୍ର୍ଦଶଦିଆଯାଇଛି । ପୁନଶ୍ଚ ସ୍ୱତନ୍ତ୍ର ଯୋଜନା ଅଧିନରେକଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ,ଅମୃତଭଣ୍ଡା, ପିଜୁଳି, ଡାଳିମ୍ୱ ଓ ପଣସ ଆଦି ·ଷସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି ।ଏଥିସହିତ ବୈଠକରେ ଫାର୍ମ ପଣ୍ଡ ପ୍ଲସ୍ଯୋଜନାରେ ସମନ୍ୱିତ କୃଷି, ମହାତ୍ମା ଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ବିଭିନ୍ନ ·ରାରୋପଣ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ସମ୍ପର୍କରେସମୀକ୍ଷା କରାଯାଇଛି । ବୈଠକରେ ଉଦ୍ୟାନ କୃଷିନିଦେ୍ର୍ଦଶକ ରୋହିତ କୁମାର ଲେଙ୍କା, ବିଭାଗୀୟବରିଷ୍ଠ ଅଧିକାରୀ, ବିଭିନ୍ନ ଯୋଜନାର ଭାରପ୍ରାପ୍ତଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାର
ଉ