ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପଡିଛନ୍ତି ହେମଗିରି ସିଏଚସିର ସ୍ୱାସ୍ଥ୍ୟାଧିକାରୀ ଶ୍ରଦ୍ଧାକର ଗଡ଼ତିଆ । ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଛୁଟି ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାନଙ୍କ ହାତରେ ଧରାପଡିଛନ୍ତି । ଏନେଇ ଭିଜିଲାନସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି ।