ଭୂକମ୍ପରେ ଥରିଲା ଇରାନ, ୭ ଆହତ

ତେହରାନ: ଇରାନରେ ଶୁକ୍ରବାରପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି ।ଏହି ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲ୍ରେ ୪.୯ ଥିଲା ।ସୂଚନାନୁଯାୟୀ, ଏହି ଭୂକମ୍ପରକେନ୍ଦ୍ରସ୍ଥଳ ଖାନେ ଜେନିଆନରେହୋଇଛି । ଏହା ଭୂପୃଷ୍ଠଠାରୁ ପ୍ରାୟ୧୦ କିଲୋମିଟର ଗଭୀରରେ ସୃଷ୍ଟିହୋଇଛି ।ଏହି ଭୂକମ୍ପରେ ପ୍ରାୟ ୭ଜଣ ଲୋକ ଆହତ ହୋଇଥିବାସୂଚନା ମିଳିଛି । ତେବେ ବତ୍ତମାନସୁଦ୍ଧା ମୃତକଙ୍କ ସମ୍ପର୍କରେ କୌଣସିଖବର ହସ୍ତଗତ ହୋଇନାହିଁ ।ସୂଚନାଥାଉକି, ଇରାନ ଅନେକପ୍ରକାରର ଭୌଗୋଳିକ ରେଖାଦ୍ୱାରା ଘେରି ହୋଇରହିଛି । ବର୍ଷବର୍ଷ ଧରି ଇରାନ ଅନେକ ଭୟଙ୍କରଭୂକମ୍ପର ସମ୍ମୁଖୀନ ହୋଇ ଆସୁଛି ।

#DumaniKhabar #DumaniTv #