ପରୀ ହତ୍ୟା ମାମଲା : ଅଭିଯୁକ୍ତ ନାବାଳକର ଜାମିନ୍ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି କରିଛନ୍ତି ନୟାଗଡ଼ ଚିଲଡ଼୍ରେନ୍ସ କୋର୍ଟ । ମାମଲାର ଶୁଣାଣି ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ପରବର୍ତି ସମୟରେ ଜାମିନ୍ ଆବେଦନ ଉପରେ ନିଜର ନିଷ୍ପତି ଶୁଣାଇବେ କୋର୍ଟ ।