୧୧ରେ ରିଲିଜ୍ ହୋଇଥିବା ଫିଲ୍ମ ଗଦର-୨ବକ୍ସ ଅଫିସରେ ଧମାଲ କରିଥିଲା ।ମାସେରୁ ଅଧିକ ଦିନ ଧରି ବକ୍ସଅଫିସରେ ଦର୍ଶକଙ୍କ ମନୋରଞ୍ଜନ
କରିଥିଲେ ବଲିଉଡ ଅଭିନେତା ସନ୍ନିଦେଓଲ । ସନ୍ନି ଦେଓଲ ଓ ଅମିଷାପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ର୬୦୦କୋଟିରୁ ଅଧିକ ଟଙ୍କାର
ବେପାର କରିଥିଲା । ଏ ମଧ୍ୟରେ”ଗଦର-୨’ର ସଫଳତା ପରେ ସନ୍ନିଦେଓଲ ନିଜର ଆଗାମୀ ଫିଲ୍ମ ପାଇଁ୫୦କୋଟି ଟଙ୍କା ନେବେ ବୋଲି ଚର୍ଚ୍ଚା
ହେଉଛି । ୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ”ବର୍ଡର’ର ସିକ୍ୟୁଏଲ ନିର୍ମାଣ କରାଯିବାକୁନେଇ ଯୋଜନା କରାଯାଉଥିବା ବେଳେ ଦ୍ୱିତୀୟ
ଭାଗରେ ସନ୍ନିଙ୍କୁ କାଷ୍ଟ କରାଯିବବୋଲି ଜଣାପଡ଼ିଛି । ଏହି ଫିଲ୍ମପାଇଁ ସନ୍ନି ନିଜର ପାରିଶ୍ରମିକବାଇଥିବା ବେଳେ ୫୦କୋଟିଟଙ୍କାର ପାରିଶ୍ରମିକ ନେବେବୋଲି କୁହାଯାଉଛି । ପୂର୍ବରୁପାରିଶ୍ରମିକ ବାଇବା ନେଇ ପ୍ରଶ୍ନକରାଯାଇଥିବା ବେଳେ ସନ୍ନିକହିଥିଲେ, ସର୍ବପ୍ରଥମେ, ମୁଁଅନୁଭବ କରୁଛି ଯେ ଟଙ୍କାସମ୍ବନ୍ଧୀୟ ବିଷୟଗୁଡିକ ବ୍ୟକ୍ତିଗତ ଅଟେ ।କୌଣସି ବ୍ୟକ୍ତି ଯାହା ଉପାର୍ଜନ କରନ୍ତି, ତାହାକାହାକୁ ଜଣାନ୍ତି ନାହିଁ । ନିଜର ଅତି ପାଖଲୋକଙ୍କୁ ମଧ୍ୟ ନୁହଁ । ଆଉ ବାକି ରହିଲାମୋର ୫୦କୋଟି ପାରିଶ୍ରମିକ ନେବା କଥା,ତାହା ମୁଁ ମୋର ପରବର୍ତ୍ତୀ ଚଳଚ୍ଚିତ୍ର ଦସ୍ତଖତକରିବା ସମୟରେ ନିଷ୍ପତ୍ତି ନେବି । ବର୍ତ୍ତମାନ,ଆମେ ସମସ୍ତେ “ଗଦର-୨’କୁ ଆହୁରିସଫଳ କରିବାକୁ ଚେଷ୍ଟା କରୁଛୁ । ତେବେସନ୍ନିଙ୍କ ୨ପୁଅ ରାଜବୀର ଓ କରଣବଲିଉଡରେ ଡେବ୍ୟୁ କରିଥିଲେ ବି ସେମାନଙ୍କୁସେତେ ଅଧିକ ସଫଳତା ମିଳିପାରିନାହିଁ ।