କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ ଆଜି

ଭୁବନେଶ୍ୱର:  ଆଜି ସଂଧ୍ୟାରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବୈଠକରେ ଅଧ୍ୟକ୍ଷତା କରିବେ । ମନ୍ତ୍ରି ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଚିଠା ପାରିତ ହେବ ବୋଲି ସୂଚନା ମିଳିଛି ।