ଭୁବନେଶ୍ୱକର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନୂଆପଡା ଜିଲ୍ଲାରେ ପହଂଚିଛନ୍ତି । । ପ୍ରଥମେ ଗୌତମା ଏୟାରଷ୍ଟ୍ରିପରେ ପହଂଚିବା ପରେ ସେଠାରୁ ନୂଆପଡ଼ା ତିଖାଲିରେ ପହଂଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେ ତିଖାଲି ଡ୍ୟାମ ସାଇଡ଼ରେ ପହଂଚି ଡ୍ୟାକମୁ ଲୋକାର୍ପଣ କରିଛନ୍ତି । ଡ୍ୟାମ ସୁଇଚ ଦବାଇ ମୁଖ୍ୟମନ୍ତ୍ରୀ ତିଖାଲି ଡ୍ୟାମ୍ ଲୋକାର୍ପଣ କରିଥିଲେ ।