ନୂଆଦିଲ୍ଲୀ:ରାଷ୍ଟ୍ରପତି ଏନ୍ଆଇଟି ରାଉରକେଲାର ୧୮ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଆଜି ଯୋଗ ଦେବେ । ସେହିଦିନ, ସେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ ।
ମାର୍ଚ୍ଚ ୨୨, ୨୦୨୧ରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ରାଷ୍ଟ୍ରପତି କୋଣାର୍କସ୍ଥିତ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଟ୍ରଷ୍ଟର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ ।