ଭବାନୀପାଟଣା: ଭବାନୀପାଟଣାର ଏକ ଘରୋଇ କଲେଜରେ ୩୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ପଜିଟିଭ୍ ଚିହ୍ନଟ ଏହି ଛାତ୍ରଛାତ୍ରୀ କଲେଜର ହଷ୍ଟେଲରେ ରହୁଥିଲେ ।