ଜୋରଦାର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ

ନରସଂହାରରେ ରକ୍ତରଞ୍ଜିତ ଦୁଇ ଦେଶତେଲ୍ ଆଭିଭ,୧୦ା୧୦: ଏୟାରଷ୍ଟ୍ରାଇକ୍ରେ କମ୍ପୁଛି ଇସ୍ରାଏଲ ଓପାଲେଷ୍ଟାଇନ ଆକାଶ । ଜଳ, ସ୍ଥଳ ଓଆକାଶରୁ ଘନଘନ ଆକ୍ରମଣ । ହମାସ୍ରଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଶୋଧନେଉଛି ଇସ୍ରାଏଲ । ଏପରିକି ହମାସ୍ରଅର୍ଥମନ୍ତ୍ରୀଙ୍କୁ ହତ୍ୟା କରିଥିବା ନେଇ ମଧ୍ୟଦାବି କରିଛି ଇସ୍ରାଏଲ୍ ସେନା । ପ୍ରତିମହୂର୍ତ୍ତରେ ରକେଟ୍, ଏୟାର ଷ୍ଟ୍ରାଇକ୍ଚାଲିଛି । ନରସଂହାରର ରକ୍ତ ରଞ୍ଜିତଇସ୍ରାଏଲ ଓ ଗାଜା । ୪ ଦିନର ଘମାଘୋଟଲଢ଼େଇରେ ଗାଜା ସୀମାନ୍ତକୁ ସଂପୂର୍ଣ୍ଣନିୟନ୍ତ୍ରଣ କରିଥିବା ଦାବି କରିଛି ଇସ୍ରାଏଲ ।ଆତଙ୍କବାଦୀ ସଂଗଠନ ହମାସ୍ର ବର୍ବର ଓନାରକୀୟ ଆକ୍ରମଣ ପରେ ରକ୍ତମୁଖାଇସ୍ରାଏଲ । ଗାଜାଷ୍ଟି୍ରପ୍ ଉପରେ ପ୍ରଚଣ୍ଡଆକ୍ରମଣ ଜାରି ରଖିଛି ।ଗାଜାଷ୍ଟ୍ରିପ୍ରେରାତିକ ମଧ୍ୟରେ ୨ଶହରୁ ଅଧିକଏୟାରଷ୍ଟାଇକ୍ କରିଛି ଇସ୍ରାଏଲ । ହମାସ୍ଆକ୍ରମଣରେ ୯ଶହରୁ ଅଧିକ ଇସ୍ରାଏଲ୍ନାଗରିକଙ୍କ ଜୀବନ ଯାଇଛି । ମାଟିରେମଶିଛି ବହୁ ସୁରମ୍ୟ ସହର ଓ ସୁଉଚ୍ଚଅଟ୍ଟାଳିକା । ସେହିପରି ଇସ୍ରାଏଲରଏୟାରଷ୍ଟ୍ରାଇକ୍ରେ ୭ଶହରୁ ଅଧିକପାଲେଷ୍ଟାଇନ୍ ନାଗରିକଙ୍କ ମୃତୁ୍ୟଘଟିଛି । ଉଭୟ ସେନା ମଧ୍ୟରେସଂଘର୍ଷରେ ପ୍ରାଣ ହରାଇଥିବା୧୫ଶହରୁ ଅଧିକ ହମାସ୍ ଆତଙ୍କବାଦୀଙ୍କମୃତଦେହ ଠାବ ହୋଇଥିବା ଇସ୍ରାଏଲ ଦାବିକରିଛି । ହମାସ୍ ଆରମ୍ଭ କରିଥିବାଯୁଦ୍ଧକୁ ଆମେ ଶେଷ କରିବୁ ବୋଲିଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ନେତାନ୍ୟାହୁ କହିଛନ୍ତି ।ପୃଷ୍ଠା ୭ ଦେଖନ୍ତୁ…

#two-bloody-countrymenintheracethe #sraeli -palestinian-war-is-ragingଜୋରଦାର-ହେଉଛି-ଇସ୍ #DumaniTv