ରାଜ୍ୟରେ ପ୍ରତିଷ୍ଠା ହେବ ସର୍ବସାଧାରଣ ଗ୍ରନ୍ଥାଳୟ

ଦ୍ଭ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ
ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ
ଦ୍ଭ ୫ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ହେବ ବ୍ୟାପକ
ଦ୍ଭ ସିକିମ୍ ଜମି ଉତ୍ତରାଧିକାରୀଙ୍କୁ ମିଳିବ ରୟତି ଅଧିକାର
ଦ୍ଭ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାଭୁବନେଶ୍ୱର,୧୯ା୧୦(ଡିକେ ନୁ୍ୟଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଅଧ୍ୟକ୍ଷତାରେ ଲୋକସେବା ଭବନରେଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ରେ ୭ଟିବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହରଲାଗିଛି । ବୈଠକ ପରେ କ୍ୟାବିନେଟ୍ ନିଷ୍ପତ୍ତିନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ,ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।ମୁଣ୍ଡାରୀ ଭାଷା, ସଂସ୍କୃତିର ସଂରକ୍ଷଣ,ବିକାଶ, ଗବେଷଣାକୁ ଆଗକୁ ନେବା ସହ୬ ଲକ୍ଷରୁ ଊଦ୍ଧ୍ୱର୍ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କପାଇଁ ଏହା ନୂଆ ସମ୍ଭାବନା ସୃଷ୍ଟି କରିବ ।ସେହିପରି ସେହିପରି ସଂଗ୍ରହାଳୟରସୁପରି·ଳନା, ପ୍ରତ୍ନତତ୍ୱ ଓ ଗ୍ରନ୍ଥାଳୟ ପାଇଁଗଠନ ହେବ ୩ଟି ସ୍ୱତନ୍ତ୍ର ନିଦେ୍ର୍ଦଶାଳୟ ।ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗଅଧିନରେ ଏହି ନିଦେ୍ର୍ଦଶାଳୟ କାର୍ଯ୍ୟ କରିବ ।ଅନ୍ୟାନ୍ୟ ରାଜ୍ୟରେ ସଂଗ୍ରହାଳୟଗୁଡ଼ିକପରିଚାଳନା ନିମନ୍ତେ ସ୍ୱତନ୍ତ୍ର ନିଦେ୍ର୍ଦଶାଳୟରହିଛି । ସେହିଭଳି ଓଡ଼ିଶାର ବିଭିନ୍ନସମୟରେ ଆବିଷ୍କୃତ, ସମୃଦ୍ଧ, ଐତିହାସିକ,ସାଂସ୍କୃତିକ, କଳାକୀର୍ତ୍ତୀଗୁଡ଼ିକର ସଂରକ୍ଷଣଓ ଏହାଉପରେ ଗବେଷଣା ପାଇଁ ସ୍ୱତନ୍ତ୍ରନିଦେ୍ର୍ଦଶାଳୟ ଗଠନର ଆବଶ୍ୟକତା ରହିଛି ।ଏହି ନୂତନ ନିଦେ୍ର୍ଦଶାଳୟ ନିମନ୍ତେଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀସୃଷ୍ଟି ନିମନ୍ତେ ଆଜି କ୍ୟାବିନେଟ୍ ଅନୁମୋଦନକରିଛନ୍ତି । କଟକ ·ରବାଟିଆ ପ୍ରତିରକ୍ଷାପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବାବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ରିହାତି ଗୃହ ଯୋଜନାଆରମ୍ଭ କରିଛନ୍ତି ସରକାର । ସେହିପରି ରାଜ୍ୟସମବାୟ ବିପଣନ ଫେଡେରେସନ ପାଇଁସ୍ୱତନ୍ତ୍ର କର୍ପସ ପାଙଋି ଗଠନ କରାଯାଇଛି ।ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବଉନ୍ନତିକରଣ । ଏହାସହ ବଲାଙ୍ଗୀର,ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁକ୍ୟାବିନେଟ୍ ଅନୁମୋଦନ ମିଳିଛି ।ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଭିଲେପାର୍ଲେକେଲାଭଣି ମଣ୍ଡଳ ବିଶ୍ୱବିଦ୍ୟାଳୟ ।ସେହିପରି ·ଷ ହେଉନଥିବା ବିରଳପାରମ୍ପରିକ ଫସଲକୁ ନୂଆ କୃଷିନୀତିଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେସାମିଲ କରାଯିବ । ଏଥିପାଇଁ ରାଜ୍ୟକାର୍ଯ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦକରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀଓ ଖଇରୀ ନଦୀରେ ଉଠା ଜଳସେଚନପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ଅନୁମୋଦନ କରିଛି । ସେହିପରି ମେସୁମୀଅଧିବେଶନ ସତ୍ରାବସାନକୁ ମିଳିଛିକ୍ୟାବିନେଟ୍ ମଞ୍ଜୁରି । ସେହିପରି ସିକିମ୍ ଜମିଉତ୍ତରାଧିକାରୀଙ୍କୁ ମିଳିବ ରୟତ ଅଧିକାର ।ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ରସଂଶୋଧନ ପ୍ରସ୍ତାବକୁ ମଧ୍ୟ ରାଜ୍ୟକ୍ୟାବିନେଟ୍ରେ ପାରିତ କରାଯାଇଛି ।ଓଡ଼ିଶା ସରକାରୀ ମହାବିଦ୍ୟାଳୟ, ଅମଲାସେବା ନିୟମାବଳୀ ପ୍ରଣୟନ ନିମନ୍ତେଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛ