ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତା ହୀରସତରେ, ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ମିଳିନଥିଲା ଅନୁମତି Read more
କୃଷକମାନଙ୍କ ସହ କଥାବାର୍ତ୍ତା କରିବାକୁ ୫ ସାଂସଦ ସିଙ୍ଗୁ ସୀମାରେ ପହଞ୍ଚିଛନ୍ତି, ଯେଉଁଠି ଅନଶନରେ ବସିଛନ୍ତି କୃଷକ Read more
ଆଜିଠାରୁ ଜାନୁୟାରୀ ୨ପର୍ଯ୍ୟନ୍ତ କର୍ଣ୍ଣାଟକରେ ରାତିର କର୍ଫ୍ୟୁ ଘୋଷଣା କରାଯାଇଛି, ରାତ୍ରି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରହିବ କଟକଣା Read more
ବାଲେଶ୍ୱରର ଚାନ୍ଦିପୁରଠାରେ ଅନୁଷ୍ଠିତ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ୧୦,୦୦୦ ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ପଠାଗଲା Read more