ଜାଡ଼ରେ ଥରୁଛି ଓଡିଶା: ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ, ଫୁଲବାଣୀ ସର୍ବାଧିକ ଥଣ୍ଡା ସହର
ଭୁବନେଶ୍ବର: ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି । ପାରଦ ତଳକୁ ଖସିବା ସହ ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ଏଥିମଧ୍ୟରୁ ଫୁଲବାଣୀରେ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଥିବା କୁହାଯାଉଛି। ଏଠାକାର ତାପମାତ୍ରା…