Browsing Category

ଦେଶ- ବିଦେଶ

ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭାବ-ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର

ପୁରୀ, ଝଲସୁଛି ଶ୍ରୀକ୍ଷେତ୍ର । ଭାବ ଭକ୍ତିରେ ଉଛୁଳୁଛି ଚଉଦିଗ । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ।ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଆସନ୍ତାକାଲି ୧୭ ତାରିଖ ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ…

ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତିର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ

ପୁରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ଦୁଇଦିନ ବାକି ରହିଛି । ଲୋକାର୍ପଣ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ପୁରୀ ଯାଇଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେବା ପରେ ପରିକ୍ରମା ପ୍ରକଳ୍ପ ସ୍ଥଳରେ ପହଞ୍ଚି ବିଭିନ୍ନ…

ଶ୍ରୀମନ୍ଦିରରେ ନବାଙ୍କ ନୀତି

ପୁରୀ, ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୀମନ୍ଦିରରେ ନବାଙ୍କ ନୀତି ସମ୍ପନ୍ନ ହୋଇଛି । ଦ୍ଵିପ୍ରହର ଧୂପ ଶେଷ ହେବା ପରେ ମହାଜନ ସେବକମାନେ ରାମକୃଷ୍ଣଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ଆଜ୍ଞାମାଳ ପାଇବା ପରେ ରାମକୃଷ୍ଣ ଯୁଦ୍ଧ ମେଳନ ଯାତ୍ରା ପାଇଁ…

ପାତ୍ର ପଡାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର, ପାତ୍ରଡାସ୍ଥିତ ଏଏ କନ୍‌ଭେନସନଠାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଆଇନଜିବୀ ସୋମନାଥ ନାୟକ ସଭାପତିତ୍ୱ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିଥିଲେ…

ସପ୍ତାହ ଭିତରେ ରେଳମନ୍ତ୍ରୀଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ବାଲେଶ୍ୱରରେ ବଖାଣିଲେ ମୋଦିଙ୍କ ସଫଳତା

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ସହ ଆରମ୍ଭ କରିଥିଲେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ । ବାଲେଶ୍ୱର ଗୋପୀନାଥପୁର- ନୀଳଗିରି ମେମୁ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ନୀଳଗିରିରୁ ବେତନଟୀ ରେଳ ଲାଇନ୍ ପାଇଁ…

୬ ଜିଲ୍ଲାର ୩୨୭ଟି ସ୍କୁଲ ଲୋକାର୍ପିତ ସ୍କୁଲ ଗଢ଼େ ଜାତିର ଭବିଷ୍ୟତ : ନବୀନ

ଭୁବନେଶ୍ୱର, ୫- ଟି ସ୍କୁଲ ରୂ ।ନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ମାଲକାନଗିରି, ବାଲେଶ୍ୱର, ଗଜପତି, ଢେଙ୍କାନାଳ, କେନ୍ଦୁଝର ଓ କଟକ ଆଦି ୬ଟି ଜିଲ୍ଲାର ୩୨୭ଟି ରୂ ।ନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ…

ପରିକ୍ରମା ପ୍ରକଳ୍ପ : ଶ୍ରୀକ୍ଷେତ୍ର ଉତ୍ସବମୁଖର ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି

ଭୁବନେଶ୍ୱର, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ । ଉତ୍ସବମୁଖର ହୋଇପଡ଼ିଛି ପୁରୀ । ଚାରିଆଡ଼େ ଶୁଭୁଛି ଜୟଜଗନ୍ନାଥ ଧ୍ୱନି । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳିଚହଳି ଲାଗି ରହିବା ସହିତ ଚାକଚକ୍ୟ ସାଜସଜ୍ଜାରେ ଝଲସୁଛି ଶ୍ରୀକ୍ଷେତ୍ର । ଆରମ୍ଭ ହୋଇଗଲାଣି…

IA ଏବଂ AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଅନୁଷ୍ଠିତ |

ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ IA&AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ 2024 ଆୟୋଜିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଅଞ୍ଚଳର ଟପ୍ ବ୍ୟାଡମିଣ୍ଟନ୍ ପ୍ରତିଭାମାନେ ଏକ ଉତ୍ସାହଜନକ ପ୍ରତିଯୋଗିତାରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ | ପୁରୁଷ ସିଙ୍ଗଲ୍ସ ବର୍ଗରେ,…

ମଣିୁର ହିଂସା: ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର

ବିଷ୍ଣୁୁର: ଥମୁନି ମଣିୁର ହିଂସା। ଗୁଳିକାଣ୍ଡ ସହିତ ବୋମାମାଡ। ବଳି ପଡୁଛି ନିରୀହ ଜୀବନ। ଗତ ବୁଧବାର ଦିନ ଗୁଳିକାଣ୍ଡ ପରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ୪ ଜଣଙ୍କ ଗତକାଲି ମୃତଦେହ ଉଦ୍ଧାର। ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି…

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର: ୫-ଟି ଅଧ୍ୟକ୍ଷ ସମ୍ବଲପୁରରେ ବିରୋଧୀଙ୍କୁ ତେରଚ୍ଛା ବାଣ

ଭବାନୀପାଟଣା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିମାନ ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ…