Browsing Category

ମନୋରଞ୍ଜନ

୨୦୨୯ ବିଶ୍ୱ ଦୌଡକୁଦ ପ୍ରତିଯୋଗିତା ଆୟୋଜନ ପାଇଁ ଭାରତର ଦାବି |

ନୂଆଦିଲ୍ଲୀ : ୨୦୨୯ ମସିହାର ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ପ୍ରାଥମିକ ଅବସ୍ଥାରେ ଭାରତ ୨୦୨୭ ସଂସ୍କରଣ ପାଇଁ ଦାବି କରିବ ବୋଲି ଯୋଜନା କରୁଥିଲେ ମଧ୍ୟ ଏଥିରୁ ଓହରିଯାଇଛି । "ହଁ ଆମେ ୨୦୨୯ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଦାବି…

ଅଧିକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ପରାମର୍ଶ |

ପୁରୀ,୨ା୧୨ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଦିଗରେ…

୮ ବର୍ଷ ପରେ ଆର.ମାଧବନଙ୍କ ସହ ଅଭିନୟ କରିବେ କଙ୍ଗନା

ନୂଆଦିଲ୍ଲୀ, ୧୯ା୧୧: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ତେଜସ୍‌ ରିଲିଜ୍‌ ହୋଇଥିଲା । ଫିଲ୍ମକୁ ନେଇ କଙ୍ଗନା ଯଦିଓ ବହୁତ ଆଶା କରିଥିଲେ । କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ତେଜସର ସୁପର ଫ୍ଲପ୍‌ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର…

ମର୍ଦ୍ଦଳର ଜଗନ୍ନାଥ ବାଣୀରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର

ଭୁବନେଶ୍ୱର, : ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ଉଦଯାପନୀ…

ଶିଶୁ ମହୋତ୍ସବ “ସୁରଭି ଅନୁଷ୍ଠିତ

ପୁରୀ, : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାର ପରିପ୍ରକାଶ ଏବଂ ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ପୂର୍ଣ୍ଣଙ୍ଗ ବିକାଶ ତଥା ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସାଧନ ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ସ୍ଥାନୀୟ…

ଶିଶୁ ଉତ୍ସବ “ମହକ’ରେ ଶିଶୁଙ୍କ ପ୍ରତିଭା ପ୍ରଦର୍ଶନ

ଭୁବନେଶ୍ୱର, : ଓଡ଼ିଶାର ବିଶ୍ୱପ୍ରସି କଳିଙ୍ଗ ଷ୍ଟାଡିୟମରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ହେଇଯାଇଛି ରାଜ୍ୟସ୍ତରୀୟ ଶିଶୁ ଉତ୍ସବ "ମହକ’ । ଏହି ଉତ୍ସବରେ ମିଶନ ଶକ୍ତି, ମହିଳା ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ…

“ଅପୂର୍ବା’ ସୁଟିଂ ସେଟରେ କାନ୍ଦିଲେ ତାରା

ମୁମ୍ବାଇ, ୫ା୧୧: ଖୁବ୍ଶୀଘ୍ର ଫିଲ୍ମ "ଅପୂର୍ବା'ରେ ନଜର ଆସିବେ ଅଭିନେତ୍ରୀ ତାରା ସୁତାରିଆ । ଏହା ଜରିଆରେ ନିଜ ଅଭିନୟର ଅସଲ ପ୍ରତିଭା ଦର୍ଶକଙ୍କ ସାମ୍ନାକୁ ଆଣିପାରିବେ ବୋଲି ସେ କହିଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଫିଲ୍ମର ଏକ ସିନ୍ ବିଷୟରେ ତାରା କହିଛନ୍ତି, ଗୋଟିଏ ସିନ୍…

ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି: ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି

ନୂଆଦିଲ୍ଲୀ : ମହିଳା ସୈନିକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ, ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ପାଇପାରିବେ । ଏଥିସହିତ ଅନ୍ୟାନ୍ୟ ସୁବିଧା ଭଳି ସମାନ ସୁବିଧା…

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା

ବ୍ରହ୍ମପୁର, : ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ…

ଓଡ଼ିଶାରେ ନିବେଶ ପାଇଁ କୋରିଆ କମ୍ପାନୀଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର,(ଡିକେ ନୁ୍ୟଜ୍):ଭାରତରେ ସହଜ ବ୍ୟବସାୟବାତାବରଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । ନିବେଶକମାନଙ୍କଲାଗି ଶ୍ରେଷ୍ଠ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ତେଣୁ ରାଜ୍ୟର ସୂଚନା ପ୍ରଯୁକ୍ତି (ଆଇଟି) ଓ ଗ୍ରିନ ହାଇଡ୍ରୋଜେନ କ୍ଷେତ୍ରରେ ନିବେଶ କରିବାକୁ ଆଗେଇ ଆସିବା ଲାଗି କୋରିଆର…