Browsing Category

ରାଜନୀତି

୫-ଟି ଅଧ୍ୟକ୍ଷଙ୍କ ପାରଳା ଗସ୍ତକୁ ନେଇ ବୈଠକ

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାକୁ ୫- ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ମଙ୍ଗଳବାର ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଭିନ୍ନ ସ୍ତରରେ ତତ୍ପରତା ଦେଖା ଦେଇଥିବା ବେଳେ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯାଉଛି। ପାରଳା ବିଧାନସଭା ନିର୍ବାଚନ…

ଆଜିଠୁ ବିଜେଡିର ‘ପରିବାର ସମ୍ପର୍କ ଅଭିଯାନ’

ଭୁବନେଶ୍ୱର, ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜନତା ଦଳ "ପରିବାର ସମ୍ପର୍କ ଅଭିଯାନ' ଆରମ୍ଭ କରିବ। ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ। ଏହି ପରିବାର ସମ୍ପର୍କ ଅଭିଯାନରେ ବଜୁ ଜନତା ଦଳ ପ୍ରତି…

ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମୋହର ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସିକୁ ମଞ୍ଜୁରୀ

ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାବସିଥିବା ରାଜ୍ୟ କ୍ୟବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡ଼ିଛି । ଏ ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ରାଜ୍ୟରେ କଫିଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ…

ଭୁବନେଶ୍ୱରରେ ସାମ୍ପ୍ରତିକ ‘ଘୁମୁସର ବିକାଶରେ ଆମର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର, ଘୁମୁସର ସାହିତ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଅତୀତରେ ଘୁମୁସର ଭଞ୍ଜ ରାଜବଂଶ ୮୩୨ ଖ୍ରୀଷ୍ଟାବ୍ଦରୁ ଦୀର୍ଘ ଏକ ହଜାର ବର୍ଷ ଘୁମୁସରରେ ରାଜତ୍ୱ କରି ଆସିଥିଲେ, ଯାହା ବିଶ୍ୱ ଇତିହାସରେ ବିରଳ । କିନ୍ତୁ ଯୁଗପୋଯୋଗୀ ଓ ରାଜନୈତିକ…

ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ବାଲେଶ୍ୱରରୁ ଲୋକସଭା ନିର୍ବାଚନ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ । ଆଜି ନିଜେ ଏହି ଚର୍ଚ୍ଚାର ଅବସାନ ଘଟାଇଛନ୍ତି । ଗତ କିଛିଦିନ ଧରି ଚାଲିଥିବା ସସ୍ପେନ୍ସ ଉପରୁ ସେ ଅନ୍ତ ଘଟାଇଛନ୍ତି । ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିନରେ ଦୁଇଟି ଶବ୍ଦରେ ସମସ୍ତ ଚର୍ଚ୍ଚାର ଅବସାନ କରିଛନ୍ତି ।…

ପାତ୍ର ପଡାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର, ପାତ୍ରଡାସ୍ଥିତ ଏଏ କନ୍‌ଭେନସନଠାରେ ଘୁମୁସର ବିକାଶ ପରିଷଦ ଓ ଘୁମୁସର ଉନ୍ନୟନ ମଞ୍ଚ ମିଳିତ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଆଇନଜିବୀ ସୋମନାଥ ନାୟକ ସଭାପତିତ୍ୱ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିଥିଲେ…

୧୨ ଅଫିସରଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ରାଜ୍ୟସରକାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବଦଳି କରିଛନ୍ତି । ୧୨ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତଙ୍କୁ ଯାଜପୁର ଜିଲ୍ଲା କଳିଙ୍ଗନଗରରେ…

ଯାଜପୁରରେ ଆନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଆରମ୍ଭ |

ଯାଜପୁର: ୨ୟ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଯାଜପୁର ଏହି ଶୁକ୍ରବାର ଦିନ ଯାଜପୁର ରୋଡର ଜାଜତି ପ୍ରାଙ୍ଗଣରେ ଆରମ୍ଭ ହେବ। ଏହା ତିନି ଦିନିଆ ଶିଖର ସମ୍ମିଳନୀ, ଓଡିଶା ମୁଖ୍ୟମନ୍ତ୍ରୀ ଏସ୍। ପ୍ରାୟତ  ନବୀନ ପଟ୍ଟନାୟକ | ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତତନ୍ତ ମନ୍ତ୍ରୀ ସ୍ମୃତି ରୀତା…

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର: ୫-ଟି ଅଧ୍ୟକ୍ଷ ସମ୍ବଲପୁରରେ ବିରୋଧୀଙ୍କୁ ତେରଚ୍ଛା ବାଣ

ଭବାନୀପାଟଣା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିମାନ ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ…

ବିଜେଡ଼ି ବିରୋଧୀ ମାମଲା ଦିଲ୍ଲୀ ହାଇକୋର୍ଟରେ ଅଗ୍ରାହ୍ୟ

ଭୁବନେଶ୍ୱର, ଜନତା ଦଳ କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ "ଶଙ୍ଖ'କୁ ବ୍ୟବହାର କରୁଥିବା ମାମଲାରେ ହସ୍ତ କ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏଥି ସହିତ କୋର୍ଟ ଏହି ମାମଲା ପାଇଁ ଓଡିଶା…