ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ରଜତ କରଙ୍କ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଚିକିତ୍ସାଳୟରେ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି। ବିଶିଷ୍ଟ ସାହିତ୍ୟିକ ରଜତ କରଙ୍କ ହୃଦଘାତରେ ପରଲୋକ ହୋଇଥିବା ନେଇ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ରଜତ କର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାହିତ୍ୟିକ ରଜତ କରଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.