ବନ୍ଧୁଗାଁରେ ବାଘ ଆତଙ୍କ
ଜୟପୁର, ୨୭ ନଭେମ୍ବର :- କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଜଙ୍ଗଲରେ ବାଘର ପାଦଚିହ୍ନ ଠାବ ହେବା ପରେ ସ୍ଥାନୀୟ ଲୋକେ ଭୟଭିତ ହୋଇପଡିଛନ୍ତି । ଅନ୍ୟପକ୍ଷରେ ବାଘକୁ ଠାବ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସେଠାରେ କ୍ୟାମେରା ଲଗାଯାଇଛି ।
Recover your password.
A password will be e-mailed to you.
Recover your password.
A password will be e-mailed to you.