ବାରବାଟୀରେ ହେବ ବିଶ୍ୱକପ ହକିର ମେଗା ଉଦଘାଟନ ଉତ୍ସବ

175

ବାରବାଟୀରେ ହେବ ବିଶ୍ବକପ ହକିର ମେଗା ଉଦଘାଟନ ଉତ୍ସବ । ଏଥିପାଇଁ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ । କ୍ରୀଡା ସଚିବ, ବିଧାୟକ ସୌଭିକ ବିଶ୍ବାଳ, ଦେବୀ ରଂଜନ ତ୍ରିପାଠୀ, ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ଡିସିପି ଓ ସିଏମସି କମିଶନରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।ହକି ବିଶ୍ବକପ ଓ ବାରବାଟୀ ଉଦଘାଟନୀ ଉତ୍ସବକୁ ସଫଳ ଭାବେ ଆୟୋଜନ କରିବାକୁ ଗୁରୁତ୍ବ ଦିଆଯାଇଛି । ଉଦଘାଟନୀ ଉତ୍ସବକୁ ଦର୍ଶକ କିପରି ଦେଖିବେ ଓ ଟିକେଟ ପାଇବେ ସେନେଇ ଖୁବଶୀଘ୍ର ବ୍ୟବସ୍ଥା ହେବ  ।

Leave A Reply

Your email address will not be published.