୩୦ ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ, ଦୁଇ ଗିରଫ

147

ଗଞ୍ଜାମ , ୧୭ ନଭେମ୍ବର – ଗଞ୍ଜାମ ଜିଲା ଶେରଗଡର ପାଣିଗ୍ରାହି ଏସୋସିଏସନ ମୋବାଇଲ ଦୋକାନରୁ ଗତ ୫ ତାରିଖରେ ଚୋରୀ ହୋଇଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ୧୦୨ଟି ମୋବାଇଲକୁ ଜବତ କରିଛି ଶେରଗଡ ପୁଲିସ। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ବିଶୋଇ ଓ ତାର ସହଯୋଗୀକୁ ଗିରଫ କରାଯାଇଛି। ଅନ୍ଯ ଦୁଇ ଜଣ ଫେରାର ଥିବା ଜଣାପଡିଛି। ଏମାନଙ୍କ ଠାରୁ ଦୁଇଟି ଲାପଟପ ଓ ଏମାନେ ବ୍ଯବହାର କରିଥିବା ଗୋଟିଏ ବାଇକ ଓ ଅଟୋ ମଧ୍ୟ ଶେରଗଡ ପୁଲିସ ଜବତ କରିଛି।

Leave A Reply

Your email address will not be published.