ଏସିଆନ ପାରା ଗେମ୍ସକ୍ର୧୧୧ ପଦକ ସହ ଭାରତ ଅଭିଯାନ ଶେଷ
ହାଙ୍ଗଝୌ, ୨୯ା୧୦: ଚୀନରେଶନିବାର ଶେଷ ହୋଇଥିବା ଏସୀୟପାରା କ୍ରୀଡ଼ାରେ ଭାରତ ଐତିହାସିକ
ସଫଳତା ପାଇଛି । ଏହି ବିବିଧଖେଳରେ ଭାରତ ୨୯ ସ୍ୱର୍ଣ୍ଣ ପଦକସହ ମୋଟ ୧୧୧ ପଦକ ଜିତି
ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।ଶନିବାର ଅନ୍ତିମ ଦିବସରେ ଭାରତଆଉ ୧୨ ପଦକ ଯୋଡ଼ିଥିଲା । ଏହି
ସଫଳତାରେ ୩୧ ରେପ୍ୟ ଓ ୫୧କାଂସ୍ୟ ପଦକ ମଧ୍ୟ ସାମିଲ ରହିଛି ।ଚଳିତ ମାସ ପ୍ରାରମ୍ଭରେ ଶେଷ
ହୋଇଥିବା ସାଧାରଣ କ୍ରୀଡ଼ାବିତଙ୍କଏସୀୟ କ୍ରୀଡ଼ାରେ ଭାରତ ୧୦୭ପଦକ ଜିତି ମଧ୍ୟ ଏହି ଏସୀୟ ମଞ୍ଚରୁ
ଶ୍ରେଷ୍ଠ ସଫଳତା ପାଇଥିଲା । ପାରାକ୍ରୀଡ଼ାବିତମାନେ ଗୋଟିଏ ଅଧିକସ୍ୱର୍ଣ୍ଣ ଏବଂ ମୋଟ ପଦକରେ ୪ଟି
ଅଧିକ ଜିତି ଆଗକୁ ବିଯାଇଛନ୍ତି ।ଭାରତ କିନ୍ତୁ ସାଧାରଣ ବର୍ଗରେଚତୁର୍ଥରେ ରହିଥିବା ବେଳେ ପରା
ଖେଳାଳିମାନେ ପଞ୍ଚମରେ ରହିଅଭିଯାନ ଶେଷ କରିଛନ୍ତି । ଆମେଇତିହାସ ରଚିଲୁ, ଆମ ପାରା
ଖେଳାଳିମାନେ ଦେଶକୁ ଗର୍ବିତକରିଛନ୍ତି । ଟୋକିଓ ତୁଳନାରେଆମେ ଆସନ୍ତାବର୍ଷର ପ୍ୟାରିସ୍ ପାରା
ଅଲିମ୍ପିକ୍ସରେ ଅଧିକ ପଦକ ଜିତିବୁବୋଲି ଦୃଢ ଆତ୍ମବିଶ୍ୱାସର ସହକହିଛନ୍ତି ପାରାଅଲିମ୍ପିକ୍ କମିଟି ଅଫ୍
ଇଣ୍ଡିଆର ସଭାପତି ଦୀପା ମଲ୍ଲିକ ।ଏହି ସଫଳତା କିନ୍ତୁ ଅପ୍ରତ୍ୟାଶିତନଥିଲା । ଆମେ ଏଥର ୧୧୦-ରୁ
୧୧୫ ପଦକ ଜିତିବା ଆଶାରେଥିଲୁ । କିନ୍ତୁ ୧୧୧ ଭଳି ଏକ ପବିତ୍ରସଂଖ୍ୟା ପାଇଥିବାରୁ ଖୁସି ବୋଲି ସେ
କହିଥିଲେ । ସୂଚନାଯୋଗ୍ୟ,୨୦୧୮ ଏସୀୟ ପାରା କ୍ରୀଡ଼ାରେଭାରତ ୧୫ ସ୍ୱର୍ଣ୍ଣ ସହ ମୋଟ ୭୨
ପଦକ ଜିତିଥିଲା । ଏଥରର ଭାରତରଉତ୍ଥାନନରେ ଆଥଲେଟିକ୍ସରଯୋଗଦାନ ଅଧିକ ରହିଛି ।
୧୧୧ମଧ୍ୟରୁ ଆଥଲେଟିକ୍ସ ପ୍ରାୟ ଅଧା(୫୫) ପଦକ ଦେଇଛି । ଏହାମଧ୍ୟରେ ୧୮ ସ୍ୱର୍ଣ୍ଣ, ୧୭ ରୌପ୍ୟ ଓ
୨୦ କାଂସ୍ୟ ରହିଛି । ଚୀଚ କିନ୍ତୁ ୨୧୪ସ୍ୱର୍ଣ୍ଣ ସହ ୫୨୧ ପଦକ ଜିତି ଦଳଗତବିଜେତା ହୋଇଛି । ଇରାନ ୪୪ ସ୍ୱର୍ଣ୍ଣ
ସହ ୧୩୧, ଜାପାନ ୪୨ ସ୍ୱର୍ଣ୍ଣ ସହ୧୫୦, କୋରିଆ ୩୦ ସ୍ୱର୍ଣ୍ଣ ସହ ୧୦୩ ପଦକ ଜିତିଥିବା ବେଳେ
ଭାରତ ଏମାନଙ୍କ ପଛକୁ ପଞ୍ଚମରେରହିଛି । ଜଣେ ନୀରଜ ଚୋପ୍ରା ଏବେବିଶ୍ୱର ସମସ୍ତ ପ୍ରମୁଖ ପଦକ ଜିତି
ଭାରତର ସୁନାମ ବାଇଥିବା ବେଳେଆଉ ଜଣେ ନୀରଜ ମଧ୍ୟ ତାଙ୍କୁ ପିଛାକରିବାରେ ଲାଗିଛନ୍ତି । ଶନିବାର ଏସୀୟ
ପାରା କ୍ରୀଡ଼ାର ଶେଷ ଦିନରେ ନୀରଜଯାଦବ ପୁରୁଷ ଜାଭଲିନର ଏଫ୍୫୫
ଥ୍ରୋ’ ଇଭେଣ୍ଟରେ ଏସୀୟ ରେକର୍ଡ(୩୩.୬୯ ମିଟର୍) ସହ ସ୍ୱର୍ଣ୍ଣ ପଦକ
ହାସଲ କରିଥିଲେ । ଏହି ଇଭେଣ୍ଟରେଅନ୍ୟତମ ଭାରତୀୟ ଟେକ୍ ·ନ୍ଦ୩୦.୩୬ ମିଟର୍ ସହିତ ବ୍ୟକ୍ତିଗତ
ଶ୍ରେଷ୍ଠ ଦେଇ କାଂସ୍ୟ ପଦକ ହାସଲକରିଥିଲେ । ଦିଲୀପ ମହାଡୁ ଗାଭିଅଟ୍ପୁରୁଷ ୪୦୦ ମିଟର୍ ଟି୪୭ରେସରେ ୪୯.୪୮ ସେକେଣ୍ଡ୍ସମୟ ନେଇ ସ୍ୱର୍ଣ୍ଣ ପଦକ
ଜିତିଥିଲେ । ୨୦ ବର୍ଷୀୟ ଏହିନାସିକ ଯୁବକ ମାତ୍ର ୪ ବର୍ଷବୟସରେ ଏକ ସଡ଼କ ଦୁର୍ଘଟଣାରେଡାହାଣ ଗୋଡ଼ ହରାଇଥିଲେ ।