ଦାୟିତ୍ୱ ନେବା ପରେ ଶ୍ରୀକ୍ଷେତ୍ରରେ ୫-ଟି ସଚିବ ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରକଳ୍ପ କାମ ସାରିବାକୁ ନିଦେ୍ର୍ଦଶ

139

ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ।୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଶନିବାର ବଡ଼ି ଭୋରରୁ ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମାପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହିନିଦେ୍ର୍ଦଶ ଦେଇଛନ୍ତି । ତେବେ ପୁରୀ ସହରରବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତିତା’କୁ ସବୁସ୍ତରରେ ସ୍ୱାଗତ କରାଯାଇଛି ।ବିଜୁ ଯୁବ ଜନତା ଦଳର ଉପସଭାପତିଶୁଭାଶିଷ ଖୁଣ୍ଟିଆ ଓ ଶ୍ରୀମନ୍ଦିରର ବରିଷ୍ଠସେବାୟତ ୫-ଟି ତଥା ନବୀନ ଓଡ଼ିଶାଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶୁଭେଛାଜଣାଇଥିବା ବେଳେ ମହାପ୍ରଭୁ ତାଙ୍କୁସଦାସର୍ବଦା ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନାକରିଛନ୍ତି । ବାତ୍ୟା ଫନି ପରେ ଶ୍ରୀକ୍ଷେତ୍ରସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଥିଲା । ତେବେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁସ୍ୱପ୍ନ ଦେଖିଥିବା ବେଳେ ତାହା ଏବେବାସ୍ତବ ରୂପ

Leave A Reply

Your email address will not be published.