ପଞ୍ଚୁଭୁତି ଫୋରେଷ୍ଟ ଅଞ୍ଚଳ ପଡିଆ ଜମିରୁ ଏକ ହରିଣର ଶକ୍ତ ଆଘାତ ମୁତ୍ଯୁଦେହ ଜବତ
ଜଗନ୍ନାଥ ପ୍ରସାଦ -: ୦୯/୦୭ ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ଅଧିନସ୍ତ ପଞ୍ଚୁଭୁତି ନିକଟ ବର୍ତ୍ତୀ ଚଢ଼ୀଆ ପଲ୍ଲୀ ନିକଟବର୍ତ୍ତୀ ଯାତ୍ରା କୁମୁଟି ଗ୍ରାମ ନିକଟରେ ବାରାହ ମାରିବାକୁ ପଡ଼ିଥିବା ବିଦୂତ ଫାସରେ ପଡି ଏକ ହରିଣ ମରିଥିବା ଦେଖିବାକୁ ମିଳିଛି ହରିଣ ବହୁତ କଷ୍ଟରେ ଛଟ ପଟ ହୋଇ ନିଜର ପ୍ରାଣ ହରାଇଥିବା ବେଳେ ତାହାର ଦେହରେ ଶକ୍ତ ଆଘାତ ଲାଗି ରକ୍ତ ସ୍ରାବ ବହୁଥିବା ଦେଖିବାକୁ ମିଳିଛି ହେଲେ ଜଙ୍ଗଲ ବିଭାଗ ପକ୍ଷରୁ ଏଇ କଥାକୁ ବାହାରକୁ ପ୍ରଘଟ କରିବାକୁ ପଞ୍ଚୁଭୁତି ଫରେଷ୍ଟ ଦାୟିତ୍ୱ ରେ ଥିବା ଅଧିକାରୀ ସମ୍ପୂର୍ଣ ବାରଣ କରିଥିଲେ | ହେଲେ ମୃତ୍ୟୁ ବରଣ କରିଥିବା ହରିଣ କୁ ପଞ୍ଚୁଭୁତିଅଫିସ କୁ ଆଣିଲା ପରେ ତାହାର ପୋଷ୍ଟ ମୋଟାମ କରିବାକୁ ଜଗନ୍ନାଥ ପ୍ରସାଦ ପ୍ରଣୀଧନ ଅଧିକାରୀ ଯାଇଥିଲେ | ରାଜ୍ୟର ସମସ୍ତ ବନାଞ୍ଚଳ ଗୁଡିକରେ ପ୍ରାୟତଃ ହାତୀ ଉପଦ୍ରବ , ବାରାହା ଉପଦ୍ରବ କୁ ବନବିଭାଗ ପକ୍ଷରୁ ରୋକାଯାଇପାରୁନି ା ଏମିତକି ଶିକାରି ମାନେ ମଧ୍ୟ ଶିକାର କରି ମାଲାମାଲ ହେଉଛନ୍ତି ା ଦୈନନ୍ଦିନ ବାରାହା ଶିକାର ପାଇଁ ଶିକାରି ମାନେ ବିଦ୍ଯୁତ ତାର ମଧ୍ୟ ବିଛାଉଛନ୍ତି ା ଯାହାଫଳରେ କେଉଁଠି ନାଁ କେଉଁଠି ଚାଷି ତାର ଫସଲର କ୍ଷୟକ୍ଷତି କୁ ସମ୍ଭାଳିବାକୁ ପଡୁଛି ଜଦିଓ ଚାଷି ତାର କ୍ଷୟ କ୍ଷତି କୁ ନେଇ ବନବିଭାଗରେ ଗୁହାରି କରୁଛନ୍ତି ତାହେଲେ ବନବିଭାଗ ଶୁଣି ନ ଶୁଣିବାର ଅଭିନୟ କରୁଛନ୍ତି ା ଯାହାକି ଚାଷି କୁ କ୍ଷୟ କ୍ଷତି ମିଳୁନଥିବା କହିଛନ୍ତି ଚାଷି ା ଏବଂ ପଞ୍ଚୁଭୁତି ଅଞ୍ଚଳରୁ ଲଗାତାର ଜଙ୍ଗଲୀ ମାଂସ ବାହାରେ ବିକ୍ରି ହେଉଥିବା ଲୋକ ଙ୍କ ମଧ୍ୟରେ ଆଲୋଚନା ହେଉଛି | ବାରାହା ଉପଦ୍ରବରେ ମଧ୍ୟ ନିରିହ ଲୋକଙ୍କ ଜୀବନବି ମଧ୍ୟ ଚାଲିଯାଉଛି ା ହେଲେ ଗୋଟେ ପଟେ ବନବିଭାଗ ମଧ୍ୟ ଏଥି ପ୍ରତି ଦୁଷ୍ଟି ଦେଉନଥିବା ମଧ୍ୟ ଜଣାପଡୁଛି ା