ପାଟନାରେ ସ୍ପାଇସ ଜେଟ୍ ଇଞ୍ଜନ୍ ର ଉଡାଣ ବେଳେ ଲାଗିଲା ନିଆଁ, କରାଗଲା ଏମାରଜେନ୍ସି ଲେଡିଂ

548

ପାଟନା ରେ ହେବାକୁ ଥିବା ଏକ ବଡ ଧରଣର ଦୁର୍ଘଟଣା ଟଳିଗଲା । ସୂଚନା ଅନୁସାରେ ଏକ ସ୍ପାଇସ୍ ଜେଟ୍ ଇଞ୍ଜ ମୋରଜେନ୍‌ସି ଲେଡିଂ କରାଯାଇଛି । ରିପୋର୍ଟ ଅନୁସାରେ ସ୍ପାଇସ୍ ଜେଟ ଟେକଅଫ କଲାବେଳେ ହିଁ ଇଞ୍ଜନ ଖରାପ ହୋଇଯାଇଥିଲା ।
ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ଏୟାରପୋର୍ଟ ରେ ସ୍ପାଇସ ଜେଟ୍ ଇଞ୍ଜନ ର ଏମାରଜେନ୍ସି ଲେଡିଂ କରାଯାଇଛି । ଇଞ୍ଜନ ରେ ନିଆ ଲାଗିଯାଇଥିବାରୁ ଏମାରଜେନ୍ସି ଲେଡଂ କରାଯାଇଛି ବୋଲି ଖବର ମିଳିଛି । ବିମାନଟି ଦିଲ୍ଲୀ ଯାଉଥିବା ବେଳେ ପାଟନା ୟୋର ପୋର୍ଟରେ ଏମାରଜେନ୍ସି ଲେଡିଂ କରାଯାଇଛି । ସୂଚନା ଅନୁସାରେ ବିମାନରେ ୧୮୫ ଜଣ ଯାତ୍ରୀ ଥିବା ବେଳେ ସମସ୍ତ ଯାତ୍ରୀ ସୂରକ୍ଷୀତ ଅଛନ୍ତି । ଖବର ମୁତାବକ ଏହି ବିମାନ ପାଟନାର ଜୟପ୍ରକାଶ ଇଂଟର ନ୍ୟାସନାଲ ଏୟାରପୋର୍ଟ ରୁ ୧୨ ଟା ବାଜି ୧୦ ମିନିଟ୍ ରେ ଟେକ ଅଫ କରିଥିଲା । ଉଡିବାର କିଛି ସମୟ ପରେ ହିଁ ବିମାନରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ବିମାନକୁ ଏମାରଜେନ୍ସି ଲ୍ୟାଡିଂ କରାଯାଇଥିଲା ।

Leave A Reply

Your email address will not be published.