ବ୍ରହ୍ମପୁର, : ବ୍ରହ୍ମପୁର ଏମକେସଜ ମେଡକାଲ କଲେଜ ଓ ହସପିଟାଲର ଶିଶୁ ବିଭାଗର ଆସୋସିଏଟ ପ୍ରଫେସର ଭାରତୀ ଦାସଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପିଜି ଛାତ୍ରଛାତ୍ରୀ। ମାନସିକ ନିର୍ଯାତନା ଦେଉଥୁବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଡିନ୍ ପ୍ରଫେସର ଡାକୁର ସୁଚିତ୍ରା ଦାସ ଏବଂ ପ୍ରଫେସର ଡାକୁର ଦୁର୍ଗାମାଧବ ଶତପଥୀଙ୍କ ନିକଟରେ ଲିଖୂତ ଅଭିଯୋଗ କରି କରିଛନ୍ତି ବିତ ବିଭାଗର ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ। ସମାଧାନ ลด ହେଲେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ରୋଗୀ । ଚିକିତ୍ସାରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଛନ୍ତି । ଏ ନେଇ ଡାକି ଏମକେସିଜି କର୍ତ୍ତୃପକ୍ଷ ଉଭୟ ପକ୍ଷଙ୍କୁ ଡା ଲୋଚନା କରିଛନ୍ତି। ଘଟଣାର ତଦନୁ କରାଯିବ ও ଏହା ପ ପରେ କାର୍ଯ୍ୟାନୁଷ୍ଠ ନୁଷ୍ଠାନ ନିଆ ଯିବା ନେଇ ଡିନ୍ ସୂଚନା ଦେଇଛନ୍ତି। ବାରମ୍ବାର ଏପରି କାର୍ଯ୍ୟକଳାପ ଦ୍ବାରା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବାତାବରଣ ପ୍ରଭାବିତ ହୋଇଛି। ୱାର୍ଡରେ ରୋଗୀଙ୍କ ଚିକିତ୍ସା ବେଳେ ସମ୍ପୂକୁ ଆସୋସିଏଟ ପ୍ରଫେସର ରୋଗୀଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମ୍ମୁଖରେ ପିଜି ଡ଼ାକୁରଙ୍କୁ କ୍ରୂର ଆଚରଣ କରୁଛନ୍ତି। ତେଣୁ ମାନସିକ ଭାବେ ପ୍ରଭାବିତ ହେଉଥିବା କହିଛନ୍ତି ଅଭିଯୋଗକାରୀ ଛାତ୍ରଛାତ୍ରୀ I
Sign in
Sign in
Recover your password.
A password will be e-mailed to you.