ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଏସ୍ଏନ୍ଏଲ୍ ୪ଜି ସେବାର ହେବ ଉଦଘାଟନ
BSNL 4G services to be inaugurated by PM
ଭୁବନେଶ୍ୱର, : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡିଶାର ଝାରସୁଗୁଡା ଠାରେ ସାରା ଭାରତବର୍ଷ ପାଇଁ ବିଏସ୍ଏନ୍ଏଲ୍ ୪ଜି ସେବା ଉଦଘାଟନ କରିବାକୁ ଯାଉଛନ୍ତି । ବିଏସ୍ଏନ୍ଏଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୪ଜି ମୋବାଇଲ୍ ସେବାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଥିଲା । ଉ-ଊକ୍ଟଞ କୋର ତେଜସ୍ ନେଟୱାର୍କ ଏବଂ ଟିସିଏସ୍ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୪ଏ ସେବା ପ୍ରାୟ ୧ ଲକ୍ଷ ସ୍ଥାନରେ ନିର୍ମିତ ହୋଇଅଛି । ବିଏସ୍ଏନ୍ଏଲ୍ ୪ଜି ନେଟୱାର୍କର ଦେଶବ୍ୟାପୀ ଶୁଭାରମ୍ଭ ସମ୍ପୂର୍ଣ୍ଣ \”ଆତ୍ମନିର୍ଭର’ ୪ଜି ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏବଂ ଏହି ସଫ୍ଟୱେର୍ ୫ଜିକୁ ସହଜରେ ଅପଗ୍ରେଡ କରାଯାଇପାରିବ ।