‘ବିବିଧତା ମଧ୍ୟରେ ଏକତା ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ’

144

ଭୁବନେଶ୍ୱର, (ଡିକେ ନୁ୍ୟଜ):ବିବିଧତା ମଧ୍ୟରେ ଏକତା ଭାରତରଶକ୍ତି ଓ ସୌନ୍ଦର୍ଯ୍ୟ । ଭାରତରେ ଭାଷାଅନେକ, କିନ୍ତୁ ଭାବ ଏକ । ରାଜ୍ୟଅନେକ କିନ୍ତୁ ରାଷ୍ଟ୍ର ଏକ ବୋଲି
ରାଜ୍ୟପାଳ ରଘୁବର ଦାସ ପ୍ରକାଶକରିଛନ୍ତି । ମଙ୍ଗଳବାରରାଜଭବନରେ ଆୟୋଜିତ ଲଦାଖଏବଂ ଜମ୍ମୁ ଓ କଶ୍ମିରର ପ୍ରତିଷ୍ଠା ଦିବସସମାରୋହରେ ଯୋଗଦେଇରାଜ୍ୟପାଳ ଶ୍ରୀ ଦାସ କହିଲେ ଯେ,
ନ୍ତଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବଓ ଭାବନାକୁ କାର୍ଯ୍ୟାନ୍ୱୟନ କରିବାରେଏଭଳି ପ୍ରୟାସ ନିଶ୍ଚିତ ରୂପେପ୍ରେରଣାଦାୟୀ । ଲୌହ ମାନବ ସର୍ଦ୍ଦାରବଲ୍ଲଭ ଭାଇ ପଟେଲଙ୍କ ଅବଦାନ
ଅବିସ୍ମରଣୀୟ । ଭାରତର ଏକତା ଓଅଖଣ୍ଡତାକୁ ବଜାୟ ରଖିବା ଆମରପରମ କର୍ତବ୍ୟ ବୋଲି ରାଜ୍ୟପାଳକହିଥିଲେ । ଉସôବରେ ଲଦାଖ ଏବଂଜମ୍ମୁ ଓ କଶ୍ମିରର ସାଂସ୍କୃତିକ କାର୍ଯ୍ୟକ୍ରମ
ପରିବେଷିତ ହୋଇଥିଲା । କଶ୍ମିରରଫହୀମ୍ ଉଦ୍ ଦିନ୍ ଦାର, ଅପୂର୍ବାମନସୋତ୍ରା, ଲଦାଖର ଡେଚନ୍ଡୋଲମା ପ୍ରମୁଖ ଓଡ଼ିଶାରେ ନିଜରଅନୁଭବ ଓ ଅନୁଭୂତି ପ୍ରକାଶକରିଥିଲେ । ଉସôବରେ
ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବଶାଶ୍ୱତ ମିଶ୍ର ଓ ବରିଷ୍ଠଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.